ETV Bharat / photos

ୟେଲୋ ଆଉଟଫିଟରେ ଇଣ୍ଟରନେଟର ପାରା ବଢାଇଲେ ଧକ୍ ଧକ୍ ଗାର୍ଲ - Madhuri Dixit Latest Pictures

author img

By ETV Bharat Odisha Team

Published : Apr 9, 2024, 5:26 PM IST

Madhuri Dixit Latest Pictures
Madhuri Dixit Latest Pictures: ଅଭିନୟ ବ୍ୟତୀତ ଏବେ ବି ନିଜ ସୌନ୍ଦର୍ଯ୍ୟରେ ଫ୍ୟାନ୍ସଙ୍କୁ ଦିୱାନା କରନ୍ତି ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ଅଭିନେତ୍ରୀ ସୋସିଆଲ ମିଡିଆରେ ନିଜ ଲାଟେଷ୍ଟ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କୁ ୟେଲୋ ଆଉଟଫିଟରେ ଗର୍ଜିୟସ ଲୁକରେ ଦେଖିବାକୁ ମିଳିଛି । ନଜର ପକାନ୍ତୁ ମାଧୁରୀଙ୍କ ଲାଟେଷ୍ଟ ଫଟୋ ଉପରେ,
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.