ETV Bharat / bharat

ଜାନୁଆରୀ 21 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By ETV Bharat Odisha Team

Published : Jan 21, 2024, 6:14 AM IST

21st January Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscop
Horoscop

ମେଷ: ଆପଣ ଆଜି ଏକୁଟିଆ ନଭାବିବା ପାଇଁ ପରାମର୍ଶ ଦିଆଯାଉଛି । ଆପଣ ଆହ୍ଵାନପୂର୍ଣ୍ଣ ଅନୁଭବ କରିପାରନ୍ତି ଓ ସ୍ରୋତର ବିପରୀତ ଦିଗରେ ଯାଇପାରନ୍ତି । ଯାହା ଦ୍ଵାରା ଓଲଟା ପ୍ରଭାବ ହୋଇପାରେ । କିଛି କାମ ଠିକ ନ ହେବା ଭଳି ଲାଗିପାରେ । ଏପରି ସମୟରେ କାମରୁ କିଛି ସମୟ ବିରତି ନିଅନ୍ତୁ ।

ବୃଷ: ଆପଣ ଆଜି ମାନସିକ ଭାବେ ସଚେତନ ଓ ଜାଗ୍ରତ ରହିପାରନ୍ତି । ଆପଣ କଳା, ଡିଜାଇନ, ଗ୍ରାଫିକ୍‍ସ ଓ ସ୍ପେସିଆଲ ଇଫେକ୍ଟରୁ କିଛି କିଛି କରିପାରନ୍ତି । ଆର୍ଥିକ ସମସ୍ୟା ଦେଖା ଦେଇପାରେ । ତେଣୁ ଖର୍ଚ୍ଚ କରିବା ସମୟରେ ଭାବି ଚିନ୍ତି କରନ୍ତୁ ।

ମିଥୁନ: ଆଜି ନିଜ କଥା ନଭାବି ଅନ୍ୟର କଥା ଚିନ୍ତା କରନ୍ତୁ । ପରିବାର ଲୋକଙ୍କ ପାଇଁ ଚିନ୍ତା କରିବା ଦ୍ବାରା ଘରେ ସୁସମ୍ପର୍କ ବୃଦ୍ଧି ପାଇବ । ବ୍ୟବସାୟ ସମ୍ପର୍କିତ କିମ୍ଵା ଆମୋଦପ୍ରମୋଦ ଉଦ୍ଦେଶ୍ୟରେ ଥିବା ଏକ ଯାତ୍ରା କରିପାରନ୍ତି । ନିଜ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ ।

କର୍କଟ: ଆଜି ଆପଣ ଭବିଷ୍ୟତ ଅସୁବିଧା ଜାଣିପାରିବେ । ଆପଣଙ୍କ କାର୍ଯ୍ୟଶୈଳୀରେ ଉନ୍ନତି ଆସିବ । ଅଫିସରେ ପ୍ରଶଂସାର ପାତ୍ର ହେବେ । ପଦୋନ୍ନତି ମିଳିପାରେ । କୌଣସି କାର୍ଯ୍ୟରେ ଧୌର୍ଯ୍ୟହରା ହୁଅନ୍ତୁ ନାହୁଁ । କୌଣସି ସରକାରୀ କାମରେ ଥିଲେ ତାହାକୁ ସ୍ଥଗିତ ରଖନ୍ତୁ ।

ସିଂହ: ଆଜି ଆପଣଙ୍କର ଦୃଢ ବିଚାର ଓ ବିଶ୍ୱାସ କିଛି ଚମତ୍କାର ଦେଖାଇପାରେ । ଏହା ଫଳରେ ଆପଣ ନିଜର କାର୍ଯ୍ୟକୁ ଠିକ୍‍ ସମୟରେ ସଫଳତାର ସହ ସମ୍ପୂର୍ଣ୍ଣ କରିପାରିବେ । ଗ୍ରହମାନଙ୍କ ଶୁଭ ଦୃଷ୍ଟିରୁ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହା ଛଡା ନିଜର ପୈତୃକ ସମ୍ପତ୍ତି ପାଇଁ ଆପଣଙ୍କ ଖୁସିର ପରିମାଣ ବୃଦ୍ଧି ପାଇପାରେ । କ୍ରୀଡାବିତ ଓ ସୃଜନ ସୃଷ୍ଟି କରିବାର ବ୍ୟକ୍ତିମାନଙ୍କ ପାଇଁ ନିଜର ପ୍ରତିଭା ପ୍ରଦର୍ଶନ କରିବା ଉଚିତ । ଏହା ଦ୍ୱାରା ସେମାନେ ନିଜର କଳାରେ ପ୍ରତିଷ୍ଠା ଅର୍ଜନ କରିପାରିବେ । ଆର୍ଥିକ ସମ୍ବଳତା ବୃଦ୍ଧି ପାଇବାରେ । ସରକାରୀ କାର୍ଯ୍ୟରେ ଦରକାରୀ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ଦିନଟି ଶୁଭଙ୍କର ଅଟେ ।

କନ୍ୟା: ଆପଣ ଆଜି ଦିନର ପ୍ରାରମ୍ଭରୁ ପ୍ରାର୍ଥନା ଓ ଠାକୁର ମନ୍ଦିରକୁ ଯାଇ ଆରାଧନା କରନ୍ତୁ । ତାହାହେଲେ ଦିନର ବାକି ସମୟ ଭଲରେ କଟିପାରେ । ବାନ୍ଧବୀଙ୍କ ଦର୍ଶନ ତଥା ଭାଇ ଭଉଣୀଙ୍କ ସାଙ୍ଗ ଲାଭ ଆପଣଙ୍କ ହୃଦୟରେ ଶାନ୍ତି ଓ ମୁଖରେ ତୃପ୍ତିର ହସ ଫୁଟାଇବାରେ ସାହାଯ୍ୟ କରିବ । ଦେଶ ବାହାରକୁ ଯିବା ପାଇଁ ଲାଳାୟିତ ବ୍ୟକ୍ତିଙ୍କ ନିମିତ୍ତ ଆଜି ଦିନଟି ସର୍ବୋତ୍ତମ ଅଟେ । ଦୂର ବିଦେଶରୁ ଶୁଭ ଖବର ପାଇ ଆନନ୍ଦିତ ହେବେ । ଦିନଟି ଆମୋଦ ପ୍ରମୋଦରେ କାଟନ୍ତୁ ।

ତୁଳା: ଆଜି ଆପଣ ନିଜକୁ ସଞ୍ଜତ ରଖନ୍ତୁ । ନିଜ ତୁଣ୍ଡରୁ ବାହାରିଥିବା ତିକ୍ତ ବାକ୍ୟ ଅନ୍ୟ ମନରେ ଆଘାତ ଦେଇପାରେ । ଆପଣଙ୍କର କ୍ଷଣିକ ଉତ୍ତେଜନା ଓ କ୍ରୋଧ ଆପଣଙ୍କ ସମସ୍ୟାକୁ କେବେହେଲେ ସମାଧାନ କରିପାରିବ ନାହିଁ । ଧ୍ୟାନ ଓ ପ୍ରାର୍ଥନା ବଳରେ ଆପଣଙ୍କୁ ମାନସିକ ଶାନ୍ତି ମିଳିପାରେ । ଅନୈତିକ କାର୍ଯ୍ୟରୁ ନିଜକୁ ଦୂରେଇ ରଖନ୍ତୁ, ନଚେତ ଆପଣଙ୍କର ମାନସିକ ବ୍ୟସ୍ତତା ବୃଦ୍ଧି ପାଇପାରେ । ଆଜି କୌଣସି ବ୍ୟକ୍ତିଙ୍କ ସହ ନୂତନ ଭାବେ ବନ୍ଧୁତା ସ୍ଥାପନ କରନ୍ତୁ ନାହିଁ । ନିଜର ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ ।

ବିଛା: ଆପଣ ଗୃହ ଜଞ୍ଜାଳରୁ ମୁକ୍ତ ହୋଇ ବାହାରକୁ ଯାଆନ୍ତୁ ଏବଂ ବନ୍ଧୁଙ୍କ ଗହଣରେ ମୌଜ ମଜଲିସ କରନ୍ତୁ । ସେମାନଙ୍କ ସହ ସିନେମା ଦେଖିପାରନ୍ତି କିମ୍ୱା ଏକ ଦୁଃସାହାସିକ ଭ୍ରମଣ ପାଇଁ ଯୋଜନା କରିପାରନ୍ତି । ଆଜି ଆପଣ ସାମାଜିକ ଜୀବନରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ପ୍ରଶଂସିତ ହୋଇପାରନ୍ତି । ସମୟକୁ ମୌଜ ମଜଲିସରେ କାଟନ୍ତୁ ।

ଧନୁ: ଆପଣଙ୍କର ସ୍ୱାସ୍ଥ୍ୟ, ଅର୍ଥ ଏବଂ ମାନସିକ ସୁସ୍ଥତା ଦିନଟିକୁ ସୁଖରେ କାଟିବା ପାଇଁ ପ୍ରେରଣା ଯୋଗାଇବ । ଗୃହର ଐକ୍ୟ ଓ ଶାନ୍ତି ପରିବେଶ ଆପଣଙ୍କୁ ନିଜ କାର୍ଯ୍ୟ କରିବାକୁ ଶକ୍ତି ଓ ପ୍ରେରଣା ଯୋଗାଇବ । ସହକର୍ମୀମାନଙ୍କର ସହଯୋଗ ଏବଂ ସଫଳତା ସହ କାର୍ଯ୍ୟ ସମ୍ପନ୍ନ ଆପଣଙ୍କୁ ଆତ୍ମସନ୍ତୋଷ ପ୍ରଦାନ କରିବ । ଅର୍ଥଲାଭ ଯୋଗୁଁ ଖୁସିରେ ଫୁଲି ଉଠିବେ । ନିଜ ମୁହଁରେ ସ୍ମିତ ହାସ ଫୁଟାଇ ଦିନଟି ଖୁସିବାସିରେ କାଟିବେ ।

ମକର: ଆପଣ ବ୍ୟସ୍ତତା ଏବଂ କ୍ଲାନ୍ତକୁ ଅତିକ୍ରମ କରିପାରନ୍ତି । ଆପଣ ଦିନସାରା ହଇରାଣ ଏବଂ ଦୟନୀୟ ଅବସ୍ଥା ଅନୁଭବ କରିପାରନ୍ତି । ପେଶା କ୍ଷେତ୍ରରେ, କିମ୍ବା ବ୍ୟବସାୟ କ୍ଷେତ୍ରରେ ଭାଗ୍ୟ ଆପଣଙ୍କର ସାଥି ଦେବନାହିଁ । ବଡମାନେ ଆପଣଙ୍କ ପ୍ରତି ଅସନ୍ତୁଷ୍ଟ ଦେଖାଇବେ । ଦ୍ୱନ୍ଦ ଏବଂ ସିଦ୍ଧାନ୍ତ ବିହୀନତା ବିଷୟକୁ ଖରାପ କରିବାରେ । ଆପଣଙ୍କର ପିଲାମାନଙ୍କର ସ୍ୱାସ୍ଥ୍ୟ ଆପଣଙ୍କୁ ଯନ୍ତ୍ରଣା ଦେଇପାରେ ।

କୁମ୍ଭ: ଆପଣ ନିଜର ଜିଦିକୁ ନିୟନ୍ତ୍ରଣରେ ରଖନ୍ତୁ । ତୀବ୍ର ଭାବ ପ୍ରବଣତା ଆପଣଙ୍କୁ ଅସୁସ୍ଥ କରିବ । ଅଦରକାରୀ ଆଶଙ୍କା ଭିତରକୁ ଆପଣ ନାମ ଆଣନ୍ତୁ ନାହିଁ । ବାସସ୍ଥାନ ଏବଂ ସମ୍ପତ୍ତି ସମ୍ପର୍କିତ ବିଷୟ ଉପରେ କଥାବାର୍ତ୍ତା କଲାବେଳେ ବିଶେଷ ଭାବରେ ଯତ୍ନଶୀଳ ହୁଅନ୍ତୁ । ଆପଣଙ୍କ ମାଆଙ୍କଠାରୁ ବିଶେଷ ବ୍ୟବହାର ଏବଂ ଲାଭ ପାଇବାର ଦୃଢ ଭାବରେ ସଙ୍କେତ ଦେଉଛି ।

ମୀନ: ଗଭୀର ଭାବରେ ସିଦ୍ଧାନ୍ତ ନେବା ପାଇଁ ଆଜି ଦିନଟିକୁ ବ୍ୟବହାର କରନ୍ତୁ । ଆପଣ ଦିନସାରା ସୃଜନଶୀଳ ଏବଂ କଳ୍ପନାତ୍ମକ ଭାବରେ ରହି ପାରନ୍ତି । ଆପଣଙ୍କ ଭାବନାର ପରିସର ପୁରାପୁରି ସଫା ଏବଂ ଲକ୍ଷ୍ୟ ଯୁକ୍ତ ଏବଂ ଆପଣଙ୍କୁ ଆପଣଙ୍କର ଦାୟିତ୍ୱ ଆରାମ ଭାବରେ ପରିଚାଳନା କରିବାରେ ସାହାଯ୍ୟ କରିବ । ବନ୍ଧୁମାନଙ୍କ ସହ ଏକ ଆନନ୍ଦମୟ ଯାତ୍ରାର ଆୟୋଜନ ହୋଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.