ETV Bharat / bharat

ଜୁନ୧୮ ରାଶିଫଳ: ଧନୁ ରାଶିର ବ୍ୟକ୍ତିଙ୍କ ଫିଟିବ ଭାଗ୍ୟ, ଚାକିରି କ୍ଷେତ୍ରରେ ଅଡୁଆରେ ପଡିପାରନ୍ତି ଏହି ରାଶିର ବ୍ୟକ୍ତି - Horoscope of 18 June - HOROSCOPE OF 18 JUNE

Horoscope of June 18: ଆଜିର ଦିନଟି କିପରି କଟିବ ? ଏହି ସବୁ ରାଶିର ବ୍ୟକ୍ତି ବିଶେଷମାନଙ୍କ ପାଇଁ ଆଜିର ଦିନଟି ବେଶ ଭଲ ରହିଥିବା ବେଳେ କିଛି ରାଶିର ବ୍ୟକ୍ତି ବିଶେଷ ଆଜିର ଦିନରେ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ତେବେ ଆଜିର ଦିନଟି କେଉଁ ରାଶି ପାଇଁ ଶୁଭଙ୍କର ଜାଣିବା ପାଇଁ ପଢନ୍ତୁ ଇଟିଭି ଭାରତରେ ଆଜିର ରାଶିଫଳ..

Horoscope of June 18
Horoscope of June 18 (ETV Bharat)
author img

By ETV Bharat Odisha Team

Published : Jun 18, 2024, 7:10 AM IST

Horoscope of June 18
Horoscope of June 18 (ETV Bharat)

ମେଷ: ପ୍ରିୟଜନଙ୍କୁ ପ୍ରଭାଵିତ କରିବା ପାଇଁ ପ୍ରୟାସ କରିବେ । ଅଜଣା କାରଣରୁ ଆପଣ ନିଜ ଲୋକ ଓ ବନ୍ଧୁମାନଙ୍କ ନିକଟରେ ଅତ୍ୟଧିକ ଖୁସି ହେବେ ନାହିଁ । ରାତିରେ ସମସ୍ତେ ଏକାଠି ହେବାର ସମ୍ଭାବନା ରହିଛି । ଆଜିର ଦିନରେ ନୂଆ ବନ୍ଧୁ ମଧ୍ୟ ପାଇ ପାରନ୍ତି ।

Horoscope of June 18
Horoscope of June 18 (ETV Bharat)

ବୃଷ: ଆଜିର ଦିନରେ ଆପଣ ଅସୁବିଧାରେ ପଡିପାରନ୍ତି, ସତର୍କ ରୁହନ୍ତୁ । ହଠାତ କିଛି ଭଲ ଘଟିବାର ଯୋଗ ନାହିଁ । ସାରାଦିନ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି । ଧୈର୍ଯ୍ୟ ନ ହରାଇ ସ୍ୱାଭାବିକ ଭାବରେ ଶାନ୍ତ ରୁହନ୍ତୁ ।

Horoscope of June 18
Horoscope of June 18 (ETV Bharat)

ମିଥୁନ: ଆପଣଙ୍କୁ ପରାମର୍ଶ ଦିଆ ହେଉଛି ଯେ ନିଜ ଦୁନିଆରୁ ବାହାରକୁ ଆସି ନିଜ ପିଲା, ସ୍ତ୍ରୀ ଓ ସମ୍ପର୍କୀୟମାନଙ୍କ ଆବଶ୍ୟକତା ଆଡକୁ ଧ୍ୟାନ ଦିଅନ୍ତୁ । ନିଜର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପେଟ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ।

Horoscope of June 18
Horoscope of June 18 (ETV Bharat)

କର୍କଟ: ଅବାଞ୍ଛିତ ଘଟଣା ଓ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି । ଏହାଦ୍ୱାରା ଆପଣ ଦୁଃଖିତ ହେବେ, କିନ୍ତୁ ଏଥିରୁ ଶୀଘ୍ର ମୁକ୍ତ ହେବେ । ଅଧ୍ୟୟନରେ ଅଧିକ ପରିଶ୍ରମ କରନ୍ତୁ । ମନେ ରଖନ୍ତୁ ଯେ ସଫଳତାର ୯୯ ପ୍ରତିଶତ କଠିନ ପ୍ରୟାସ ଓ ମାତ୍ର ୧ ପ୍ରତିଶତ ଭାଗ୍ୟର ହାତ ଥାଏ ।

Horoscope of June 18
Horoscope of June 18 (ETV Bharat)

ସିଂହ: ପୁରୁଣା ସହଯୋଗୀଙ୍କ ସହ ମିଶି ଆଜିର ଦିନକୁ ଉପଭୋଗ କରନ୍ତୁ ଓ ନୂଆ ସମ୍ପର୍କ ଯୋଡ଼ନ୍ତୁ । ବନ୍ଧୁବାନ୍ଧବ ଆସିବାର ସମ୍ଭାବନା ଅଛି । ଆପଣଙ୍କର ପ୍ରଫୁଲ୍ଲ ମନ ଆପଣଙ୍କ ଘରକୁ ଆନନ୍ଦରେ ଭରି ଦେବା ସହ ଅତିଥିଙ୍କ ଆଗମନ ଏହାକୁ ଦ୍ୱିଗୁଣିତ କରିବ ।

Horoscope of June 18
Horoscope of June 18 (ETV Bharat)

କନ୍ୟା: ବ୍ୟବସାୟ ଓ ଅଵସର ମଧ୍ୟରେ ସମନ୍ୱୟ ରହିବ । ଆଜି ବିଭିନ୍ନ ପାର୍ଟିରେ ଯୋଗଦାନ କରି ଆନନ୍ଦିତ ହେବେ ଓ ଖର୍ଚ୍ଚରେ ମଧ୍ୟ ଵୃଦ୍ଧି ଘଚିପାରେ । ଧ୍ୟାନର ସହ ଖର୍ଚ୍ଚ କରନ୍ତୁ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ ।

Horoscope of June 18
Horoscope of June 18 (ETV Bharat)

ତୁଳା: ନାଟକୀୟ ଢଙ୍ଗରେ ଆପଣ ପ୍ରଦର୍ଶନର ନେତୃତ୍ୱ ନେବେ । ଆପଣଙ୍କ ଠାରୁ ଆଶା କରାଯାଇ ପାରେ ଯେ ଆପଣ ଅତି ଭଲ ପ୍ରଦର୍ଶନ କରିବେ ଯେଉଁଥିରେ ପରିବାର ପ୍ରତି ଆପଣଙ୍କର ସମର୍ପଣ ଭାବର ନିଦର୍ଶନ ମିଳିବ । କାର୍ଯ୍ୟରେ ନେଇଥିବା ସମସ୍ତ ନିଷ୍ପତି ସଫଳ ହେବ ।

Horoscope of June 18
Horoscope of June 18 (ETV Bharat)

ବିଛା: ସମ୍ପର୍କ ଜୀଵନର ସଂଯୋଗ ବିନ୍ଦୁ ଅଟେ । ସମ୍ପର୍କୀୟଙ୍କ ପ୍ରତି ଆପଣଙ୍କ ମନୋଭାବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ସେମାନେ ଅତି ବିଶିଷ୍ଟ ଅଟନ୍ତି ଏପରି ଅନୁଭଵ କରାନ୍ତୁ ।

Horoscope of June 18
Horoscope of June 18 (ETV Bharat)

ଧନୁ: ଆଜି ଆପଣଙ୍କ ଭାଗ୍ୟରେ ସୁଖ ସମୃଦ୍ଧିର ଯୋଗ ଅଛି । କାମରେ ଆସୁଥିବା ଅସୁବିଧାକୁ ଦୂର କରିବା ପାଇଁ ଆପଣଙ୍କ ନିକଟରେ ବିଶେଷ ଅଭିଜ୍ଞତା ଅଛି । ଆପଣଙ୍କର ଏହି ଦୃଷ୍ଟିଭଙ୍ଗୀ ଆପଣଙ୍କ ବନ୍ଧୁମାନଙ୍କର ମନ କିଣି ନେବ ।

Horoscope of June 18
Horoscope of June 18 (ETV Bharat)

ମକର: କର୍ମକ୍ଷେତ୍ରରେ ପୁରସ୍କାର ଓ ମାନ୍ୟତା ଉଭୟ ଆପଣଙ୍କୁ ଅପେକ୍ଷା କରିଛି । ତେବେ ବଡ଼ କଥା ହେଉଛି ସହକର୍ମୀମାନେ ଆପଣଙ୍କ ସଫଳତାରେ ଈର୍ଷାନ୍ୱିତ ହେବେ ନାହିଁ । ସେମାନେ ନୂଆ ପ୍ରକଳ୍ପ ପାଇଁ ଆପଣଙ୍କୁ ଉତ୍ସାହ ଓ ପ୍ରେରଣା ଯୋଗାଇବେ । ଯେଉଁମାନେ ଚାକିରି ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି, ସେମାନେ କିଛି ସମୟ ଅପେକ୍ଷା କରନ୍ତୁ । ଏହା ଉତ୍ତମ ସମୟ ନୁହେଁ ।

Horoscope of June 18
Horoscope of June 18 (ETV Bharat)

କୁମ୍ଭ: ଆଜିର ଦିନ ଆପଣଙ୍କ ପାଇଁ ଶୁଭ ନୁହେଁ । ଆଜି ଶାନ୍ତିପୂର୍ଣ୍ଣ ଵାତାଵରଣ ସୃଷ୍ଟି କରିବାରେ ଅସମର୍ଥ ହେବେ ଓ ପିଲାମାନେ ମଧ୍ୟ ଏହାକୁ ଅଧିକ କଷ୍ଟକର କରିଦେବେ । ପାରିବାରିକ ବିବାଦ ହେବାର ମଧ୍ୟ ସମ୍ଭାବନା ଅଛି ଓ ଦୁଷ୍ଟ ପଡ଼ୋଶୀ ନିଆଁରେ ଘିଅ ଢାଳିଲା ଭଳି କାମ କରିବେ ।

Horoscope of June 18
Horoscope of June 18 (ETV Bharat)

ମୀନ: ଦୈନିକ ଦିନଚର୍ଯ୍ୟାକୁ ବ୍ୟବସ୍ଥିତ କରିବା ପାଇଁ ଅଧିକ ପରିଶ୍ରମ କରିବେ । ତେବେ ଭାଗ୍ୟ ଦୁର୍ଵଳ ଥିବାରୁ ସଫଳତା ମିଳିବ ନାହିଁ । ଧୈର୍ଯ୍ୟ ହରାନ୍ତୁ ନାହିଁ, ସମୟକୁ ତା ବାଟରେ ଯିବାକୁ ଦିଅନ୍ତୁ ଓ ନିଜ ଭାଵନାକୃୁ ନିୟନ୍ତ୍ରଣରେ ରଖନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.