ETV Bharat / bharat

ଦଶହରାରେ କେମିତି କଟିବ ଦିନ, ଏସବୁ ରାଶି ଉପରେ ମା’ ଦୁର୍ଗାଙ୍କ କୃପା ବୃଷ୍ଟି

ଦଶହରାରେ କେମିତି କଟିବ ଦିନ । କାହା ଉପରେ ମା’ ଦୁର୍ଗାଙ୍କ କୃପାଙ୍କ ବୃଷ୍ଟି । କେଉଁମାନେ ରହିବେ ସତର୍କ । ପଢନ୍ତୁ ଆଜିର ରାଶିଫଳ

author img

By ETV Bharat Odisha Team

Published : 4 hours ago

HOROSCOPE
HOROSCOPE (ETV Bharat Odisha)

ମେଷ: ଆଜିର ଦିନଟି ଆପଣଙ୍କୁ ଖୁସି ଏବଂ ସନ୍ତୁଷ୍ଟ ରଖିବ । ପାରିବାରିକ ମାହୋଲ ହସଉଲ୍ଲାହରେ ଭରି ରହିବ । କାର କିଣିବାକୁ ମନରେ ଯେଉଁ ସ୍ବପ୍ନ ସଜାଇ ଥିଲେ ତାହା ପୂରା ହେବାକୁ ଯାଉଛି । ଆପଣ କାର କିଣି ପାରନ୍ତି । ଭ୍ରମଣ ଯୋଗ ମଧ୍ୟ ରହିଛି । ଆଜି ପରିବାର ସହ ବାହାରକୁ ଯାତ୍ରା କରିପାରନ୍ତି । ହୋଇପାରେ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ।

ମେଷ
ମେଷ (ETV Bharat Odisha)

ବୃଷ: ଆଜି ଦିନଟି ଭଲରେ କଟିବ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ଯାହା ଚିନ୍ତା କରୁଥିଲେ ତାହା ବାସ୍ତବ ରୂପ ନେଇପାରେ । ଏଥିସହ ଭ୍ରମଣ ଯୋଗ ମଧ୍ୟ ରହିଛି । ଆପଣଙ୍କ କାର୍ଯ୍ୟରେ ଉପରିସ୍ଥ ଅଧିକାରୀ ଖୁସି ହେବେ । ପଦନ୍ନୋତି ହୋଇପାରେ । ପରିବାରର ସଦସ୍ୟଙ୍କ ଠାରୁ ଆଶୀର୍ବାଦ ମିଳିବ । ଦିନଟି ପୂରାପୁରି ଭଲରେ କଟିବ ।

ବୃଷ
ବୃଷ (ETV Bharat Odisha)

ମିଥୁନ: ଆଜି ଦିନଟି ଟିନ୍ତାରେ କଟିବ । ନକରାତ୍ମକ ଚିନ୍ତାଧାରାଠୁ ଦୂରେଇ ରୁହନ୍ତୁ । ବେଆଇନ କାର୍ଯ୍ୟ କରନ୍ତୁନି ବିପଦରେ ପକାଇପାରେ । ସ୍ବାସ୍ଥ୍ୟପ୍ରତି ଯତ୍ନ ନିଅନ୍ତୁ । ଦିନର ପ୍ରଥମାର୍ଦ୍ଧ ଭଲରେ କଟିନାପାରେ କିନ୍ତୁ ସନ୍ଧ୍ୟାରେ ଭଲରେ କଟିବ । ଆପଣ କରିଥିବା ଯୋଜନା ସଫଳ ହେବ । ଏଥିପାଇଁ ପ୍ରୋତ୍ସାହନ ମଧ୍ୟ ମିଳିବ ।

ମିଥୁନ
ମିଥୁନ (ETV Bharat Odisha)

କର୍କଟ: ଆଜି ଦିନଟି ଶୁଭଙ୍କର ନୁହେଁ । ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଦିନ ଭଲ ନୁହେଁ । ବାହାରକୁ ଯାତ୍ରା କରୁଥିଲେ ସତର୍କତା ଅବଲମ୍ବନ କରନ୍ତୁ । ଦୁର୍ଘଟଣାର ସମ୍ମୁଖିନ ହୋଇପାରନ୍ତି । ଏଥିସହ ଆଜି ଭାବୁକ ଟିକେ ହୋଇପାରନ୍ତି । ନିଜକୁ ଖୁସି ରଖିବାର ଉପାୟ ଖୋଜନ୍ତୁ ।

କର୍କଟ
କର୍କଟ (ETV Bharat Odisha)

ସିଂହ: ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ଭଲରେ କଟିବ । ବ୍ୟବସାୟ ବଢିବ । ବ୍ୟବସାୟ, ଚାକିରି କରୁଥିବା ଲୋକେ ଲାଭାନ୍ବିତ ହେବେ । ଯଦି ସୁଧ ବା ନିବେଶ କାରବାର କରୁଛନ୍ତି ଏଥିରୁ ଲାଭ ମିଳିବ । ଏଥିସହ ଆର୍ଥିକ ଅଭାବ ଦୂର ହେବ । ବନ୍ଧୁଙ୍କ ସହ ସାକ୍ଷାତ କରିବେ। ଭ୍ରମଣ ଯୋଗ ରହିଛି । କିଣାକିଣି କରିବେ । ଉତ୍ସବ ପାଳନ କରିବେ ।

ସିଂହ
ସିଂହ (ETV Bharat Odisha)

କନ୍ୟା: ଆଜି ଆପଣଙ୍କ ଉପରେ ଦେବୀ ଦୁର୍ଗାଙ୍କ ଆଶୀର୍ବାଦ ରହିବ । ରୁଚି ରଖୁଥିବା କାମ ଗୁଡିକ କରିବେ । ବ୍ୟବସାୟୀ ଓ ଚାକିରିଆ ଉଭୟେ କର୍ମକ୍ଷେତ୍ରରେ ଲାଭବାନ ହେବେ । ଆଜି ଶତ୍ରୁ ପରାଜିତ ହେବେ । ଦିନଟି ଖୁସିରେ କଟିବ ।

କନ୍ୟା
କନ୍ୟା (ETV Bharat Odisha)

ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ । ଛୋଟ ଛୋଟ ବିବାଦରୁ ଦୂରେଇ ରୁହନ୍ତୁ । ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଜାଗାବାଡି, ସମ୍ପତ୍ତି ସମ୍ପର୍କିତ ବିଷୟରେ ଆଲୋଚନା କଲାବେଳେ ସାବଧାନତା ସହିତ କରନ୍ତୁ । ଯେହେତୁ ଦିନଟି ଏତେଟା ଭଲ ନାହିଁ ନିଜକୁ ଖସି ରଖିବା ପାଇଁ ଗୀତ ଶୁଣନ୍ତୁ ମନ ଶାନ୍ତ ରହିବ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିଛି ।

ତୁଳା
ତୁଳା (ETV Bharat Odisha)

ବିଛା: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ପ୍ରଥମରୁ ଆପଣଙ୍କର ଅଟକି ଥିବା କାମ ହେବ । ସମସ୍ୟାର ସମାଧାନ ହେବ । ଭାଇ-ଭଉଣୀଙ୍କ ସହ ଦିନଟି ଭଲରେ କଟିବ । କିନ୍ତୁ ଦିନର ଦ୍ବିତୀୟାର୍ଦ୍ଧରେ ଚିଡଚିଡା ହୋଇପାରନ୍ତି । ପରିବାର ସହ ମନୋମାଳିନ୍ୟ ହେବ । ଖର୍ଚ୍ଚ ବି ବଢିବ । ତେଣୁ ସତର୍କ ରୁହନ୍ତୁ ।

ବିଛା
ବିଛା (ETV Bharat Odisha)

ଧନୁ: ରାଗକୁ ନିୟନ୍ତ୍ରଣରେ ରଖିବାର ଏକ ଚେଷ୍ଟା ଆପଣଙ୍କୁ ଅନେକ ବିବାଦରୁ ଦୂରେଇ ରଖିପାରେ | ଧାର୍ମିକ ଗତି ବିଧିରେ ସଂପୃକ୍ତ ହୋଇ ଏବଂ ଧ୍ୟାନ କରି ନିଜକୁ ଶାନ୍ତ କରିବାକୁ ପଡିବ । ତଥାପି ଛାତ୍ରଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ଧ୍ୟାନ ଏବଂ ଏକାଗ୍ରତା ରଖିବା ପାଇଁ ଅଧିକ ଚେଷ୍ଟା କରିବାକୁ ପଡିବ । ସନ୍ଧ୍ୟା ସୁଧା ଆପଣ ଆପଣଙ୍କ ଚିନ୍ତା ପାଇଁ ବିଭିନ୍ନ ରାସ୍ତା ପାଇଯିବେ । ଯାହା ହୁଏତ ଆପଣଙ୍କର ମନକୁ ଶାନ୍ତି ଦବ | ଆପଣଙ୍କ ପ୍ରତିଦ୍ଵନ୍ଦ୍ବୀ ଏବଂ ଆଲୋଚକ ବହୁତ ପଛରେ ଅଛନ୍ତି, ତେଣୁ ସେମାନଙ୍କ ବିଷୟରେ ଚିନ୍ତା କରିବା ବନ୍ଦ କରନ୍ତୁ । ଏକ ଶାନ୍ତି ପୂର୍ଣ୍ଣ ସନ୍ଧ୍ୟା ବିତାନ୍ତୁ |

ଧନୁ
ଧନୁ (ETV Bharat Odisha)

ମକର: ଯୋଜନା ଗୁଡିକ କାର୍ଯ୍ୟକାରୀ ପାଇଁ ଅପେକ୍ଷା କରିଛନ୍ତି । ତାହାଲେ ଆଜି ଉପଯୁକ୍ତ ଦିନ । ଯୋଜନା ଗୁଡିକ ଆଜି ଯଦି କାର୍ଯ୍ୟକାରୀ କରୁଛନ୍ତି ତାହାଲେ କାର୍ଯ୍ୟ କ୍ଷେତ୍ରରେ ଏକ ଭଲ ଛବି ପ୍ରସ୍ତୁତ କରିପାରିବେ | ତଥାପି କିନ୍ତୁ ଘରେ ଜିନିଷ ଗୁଡିକ ଅଳ୍ପ ଚିନ୍ତାଜନକ ଏବଂ ଚାପ ଯୁକ୍ତ ହେବ | ଧ୍ୟାନ କରନ୍ତୁ, ହୁଏତ ଏହା ଆପଣଙ୍କ ଅଶାନ୍ତ ମନକୁ କିଛିଟା ବିରାମ ଦେଇ ପାରିବ । ଆପଣଙ୍କୁ ଆଜି କିଛି ନକରାତ୍ମକ ଶକ୍ତି ବିଚଳିତ କରିପାରେ ।

ମକର
ମକର (ETV Bharat Odisha)

କୁମ୍ଭ: ଆଜି ଆପଣ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଭ୍ରମଣ ଯୋଗ ରହିଛି । ଆଇନକାନୁନ ସମ୍ପର୍କିତ କାର୍ଯ୍ୟ ସମାଧାନ ହୋଇପାରେ । ଦିନର ଦ୍ବିତୀୟାର୍ଦ୍ଧରେ ଭାଗରେ ଯେଉଁ କାର୍ଯ୍ୟ କରିବେ ସଫଳତା ପାଇବେ । ପରିବାର ସହ ସମୟ ବିତାଇବେ । ଦିନଟି ଭଲରେ କଟିବ ।

କୁମ୍ଭ
କୁମ୍ଭ (ETV Bharat Odisha)

ମୀନ: ସେୟାର ବଜାରରେ ଆପଣଙ୍କ ଦ୍ବାରା କରାଯାଇଥିବା ନିବେଶ ଆପଣଙ୍କୁ ଆର୍ଥିକ ଲାଭ ଦେବାର ସମ୍ଭାବନା ଅଛି | କାର୍ଯ୍ୟର ବୃଦ୍ଧି ଏବଂ ଲାଭ ଆପଣଙ୍କ ପାଇଁ ଭଣ୍ଡାରରେ ଅଛି | ଘର ଆଡୁ ମଧ୍ୟ ଶାନ୍ତ ଏବଂ ଉତ୍ସାହିତ ଅଛି । ଅନ୍ତରଙ୍ଗ ବନ୍ଧୁଙ୍କ ସହ ଦର୍ଶନୀୟ ସ୍ଥାନକୁ ଏକ ଭ୍ରମଣର ଆୟୋଜନ କରନ୍ତୁ । ଖର୍ଚ୍ଚ ବଢିବ ।

ମୀନ
ମୀନ (ETV Bharat Odisha)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.