ETV Bharat / bharat

ଆଜିର ରାଶିଫଳ; ଚାକିରି-ବ୍ୟବସାୟରେ ଲାଭବାନ ହେବେ ଏହି ରାଶି, ସ୍ୱାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ ଏମାନେ - AJIRA RASIFALA

author img

By ETV Bharat Odisha Team

Published : Sep 10, 2024, 12:01 AM IST

Ajira Rasifala 10 September: ଆଜି ଦିନ ଆପଣଙ୍କ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ରହିବେ ସତର୍କ ଏବଂ କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା । ଜାଣିବା ପାଇଁ ‘ଇଟିଭି ଭାରତ’ରେ ପଢନ୍ତୁ, ଆଜିର ରାଶିଫଳ

ଆଜିର ରାଶିଫଳ
ଆଜିର ରାଶିଫଳ (Getty)
ଆଜିର ରାଶିଫଳ
ଆଜିର ରାଶିଫଳ (ARIES)

ମେଷ: ଆପଣଙ୍କର ଆଧ୍ୟାତ୍ମିକ ଇଚ୍ଛା ଭୌତିକ ଇଚ୍ଛା ଠାରୁ ଅଧିକ ହେବ । ଆଧ୍ୟାତ୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ସମସ୍ତ ରହସ୍ୟମୟ ଏବଂ ଆଶ୍ଚର୍ଯ୍ୟମୟ ଜିନିଷ ଆପଣଙ୍କୁ ଆକର୍ଷଣ କରିବ । ଆପଣଙ୍କ ମନ ଭିତରେ ଏଗୁଡିକ ପାଇଁ ଏକ ଗଭୀର ସଂପର୍କ ଅନୁଭବ କରିବେ । ଏଭଳି ଅନୁଭବ କରିବେ ଯେ ଆଧ୍ୟାତ୍ମିକ ଭାବରେ ଆପଣ ପରିପକ୍ୱ ହୋଇଛନ୍ତି । ଆପଣ ଆଜି ଅତ୍ୟନ୍ତ ସାଧାରଣ ରହିବେ । ଆପଣ ଏକ ଧର୍ମ ସ୍ଥାନକୁ ପରିଦର୍ଶନ କରିପାରନ୍ତି କିମ୍ୱା ଶୁଭ ଆୟୋଜନକୁ ନିମନ୍ତ୍ରିତ ହୋଇପାରନ୍ତି ।

ଆଜିର ରାଶିଫଳ
ଆଜିର ରାଶିଫଳ (TAURUS)

ବୃଷ: ଆଜି ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଶୁଭଦିନ ନିଶ୍ଚିତ । ଆପଣ ଭାଗ୍ୟଶାଳୀ ଘଟଣାର ସମ୍ମୁଖୀନ ହେବେ ଏବଂ ପ୍ରତ୍ୟେକ ପଦକ୍ଷେପରେ ଫଳପ୍ରଦ ସୁଯୋଗ ପ୍ରକୃତରେ ପ୍ରାପ୍ତ କରିବେ । ଶାରିରୀକ ସ୍ୱାସ୍ଥ୍ୟ ଏବଂ ମାନସିକ ଶାନ୍ତିର ଆଶୀର୍ବାଦ ଆପଣଙ୍କ ପ୍ରତି ରହିବ । ଆଜି ବିବାହ ଯୋଗ ରହିଛି । ଆପଣଙ୍କ ପ୍ରେମକୁ ଘରଲୋକେ ବିବାହ ପାଇଁ ସ୍ୱୀକୃତି ଦେଇପାରନ୍ତି । ଆପଣଙ୍କ ପ୍ରିୟଜନ ଏବଂ ପ୍ରେମିକାଙ୍କ ସହ ଭଲରେ ସମୟ ବିତାଇବେ । ଭ୍ରମଣର ଯୋଜନା କରିପାରନ୍ତି । ବିଦେଶରେ ଥିବା ସମ୍ପର୍କୀୟଙ୍କ ଖୁସିର କାରଣ ହେବ । ଆର୍ଥିକ ଖର୍ଚ୍ଚ ବଢିବ ।

ଆଜିର ରାଶିଫଳ
ଆଜିର ରାଶିଫଳ (GEMINI)

ମିଥୁନ: ଆଜିର ଦିନ ପୁରା ଭାବରେ ହସ ଖୁସୀ ଏବଂ ଆନନ୍ଦରେ ଭରା ରହିବ । ଆପଣଙ୍କ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ସହିତ ଆପଣ ହସ କୌତୁହଳରେ ସମୟ ବିତାଇ ପାରନ୍ତି । ଆପଣ ନିଜର କାର୍ଯ୍ୟରେ ଉତ୍ତମ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିବେ ଏବଂ ତାକୁ ମଧ୍ୟ ସହଜରେ ସମାପ୍ତ କରିପାରିବେ । ଗୃହ ଜୀବନ ମଧ୍ୟ ଶାନ୍ତ ରହିବ, ଖୁସିମୟ ରହିବ । ଆପଣ ପ୍ରତିଯୋଗୀଙ୍କ ଉପରେ ମଧ୍ୟ ଜୟଲାଭ କରିବେ ଏବଂ ସେମାନଙ୍କ ସମ୍ମାନ ମଧ୍ୟ ପ୍ରାପ୍ତ କରିବେ ।

ଆଜିର ରାଶିଫଳ
ଆଜିର ରାଶିଫଳ (CANCER)

କର୍କଟ: ଆପଣ ଆଜି ଶକ୍ତିହୀନ ଅନୁଭବ କରିବେ । ଆପଣ ଶାରିରୀକ ଭାବରେ ଅସୁସ୍ଥ କିମ୍ୱା ମାନସିକ ଭାବରେ ଅସ୍ଥିର ଅନୁଭବ କରିପାରନ୍ତି, ଏହା ଆପଣଙ୍କର ମାନସିକ ଅବସ୍ଥା ପ୍ରତିକୂଳ ଭାବରେ ପ୍ରଭାବିତ ହୋଇପାରେ । ଛୋଟ ଛୋଟ ଜିନିଷରେ ମଧ୍ୟ ଆପଣ ନିଜର ଧୈର୍ଯ୍ୟ ହରାଇ ପାରନ୍ତି ଏବଂ ପ୍ରିୟଜନଙ୍କ ସହିତ ଯୁକ୍ତିତର୍କ ମଧ୍ୟ କରିପାରନ୍ତି । ଏକୁଟିଆ ଏବଂ ଅସନ୍ତୁଷ୍ଟ ହୋଇ ଚୁପ୍‌ ରହିବା ଅପେକ୍ଷା ଆପଣଙ୍କ ମନୋବୃତ୍ତି ଏବଂ ଅଭ୍ୟାସରେ ସାମାନ୍ୟ ଅଧିକ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରିବା ଉଚିତ୍‌ ।

ଆଜିର ରାଶିଫଳ
ଆଜିର ରାଶିଫଳ (LEO)

ସିଂହ: ଆଜି, ଆପଣ କିଛି ଶାରୀରିକ ସମସ୍ୟା ଏବଂ ମାନସିକ ଚାପ ଅନୁଭବ କରିପାରନ୍ତି । ପ୍ରିୟଜନଙ୍କ ସହିତ ଆପଣଙ୍କ ଯୁକ୍ତିତର୍କ ମଧ୍ୟ ହୋଇପାରେ, ଏବଂ ଏହା ଆପଣଙ୍କର ମାନସିକ ଚାପକୁ ମଧ୍ୟ ବଢାଇ ଦେଇପାରେ । ମାଆଙ୍କ ସହିତ ଆପଣଙ୍କର ସମ୍ପର୍କ ଖରାପ ହୋଇପାରେ; ଏହା ପରାମର୍ଶ ଦିଆହେଉଛି ଯେ ପରିସ୍ଥିତିକୁ ସାମାନ୍ୟ କରିବା ପାଇଁ ଯାହା ସମ୍ଭବ ତାହା କରିବା ଉଚିତ । ଚଳିତ ହେଲେ ନକରାତ୍ମକ କଥା ଚିନ୍ତା କରିବେ । ମାଆଙ୍କ ଦେହ ଭଲ ରହିବ ନାହିଁ । ନିଦ ଭଲ ହେବ ନାହିଁ । ଖାଦ୍ୟ ସମୟରେ ମିଳିବ ନାହିଁ । କର୍ମ କ୍ଷେତ୍ରରେ କଷ୍ଟ ମିଳିବ ।

ଆଜିର ରାଶିଫଳ
ଆଜିର ରାଶିଫଳ (VIRGO)

କନ୍ୟା: ନଭାବି ନଚିନ୍ତି କୌଣସି ଯୋଜନା ପ୍ରସ୍ତୁତ କରି ଆଗକୁ ଚାଲନ୍ତୁ ନାହିଁ । ଆପଣଙ୍କୁ ପରେ ଦୁଃଖ କରିବାକୁ ପଡିପାରେ । ଆପଣଙ୍କ ଭାଇ ଭଉଣୀଙ୍କ ସହିତ ହସ କୌତୁହଳରେ ସମୟ ବିତାଇବା ପାଇଁ ଆପଣଙ୍କୁ ଏତେ କିଛି ଭାବିବାକୁ ପଡିବ ନାହିଁ । ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ସହିତ ଆପଣଙ୍କ ମିଳନ ହେବ । ଆପଣଙ୍କ ପରିବାର ସଦସ୍ୟ ଆପଣଙ୍କ ପ୍ରତି ଅପ୍ରୀତିକର ଏବଂ ଅସହଯୋଗୀ ହୋଇ ପାରନ୍ତି । ଆପଣଙ୍କର ମାଆଙ୍କର ସ୍ୱାସ୍ଥ୍ୟ ଅନ୍ୟ ଏକ ବ୍ୟସ୍ତତାର କାରଣ ହୋଇପାରେ ।

ଆଜିର ରାଶିଫଳ
ଆଜିର ରାଶିଫଳ (LIBRA)

ତୁଳା: ନିଷ୍ପତ୍ତି ନେବାରେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏହି ଦୃଢ ମନୋବଳର ଅଭାବ କେତେକ ଗୁରୁତ୍ୱପୁର୍ଣ୍ଣ ପ୍ରକଳ୍ପ ବିଳମ୍ବ କରିଦେଇପାରେ । କୌଣସି ନୂଆ କିମ୍ବା ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଆଜି ହାତକୁ ହୁଅନ୍ତୁ ନାହିଁ, ଏହି ଅନିଶ୍ଚିତତା ଭିତରେ ଫସି ଯାଇପାରେ । ଯୁକ୍ତିତର୍କ ସମୟରେ ପ୍ରିୟଜନଙ୍କ ଦୋଷ ଧରନ୍ତୁ ନାହିଁ ; ଏହା ପରିସ୍ଥିତିକୁ ଆହୁରି ଖରାପ କରିବ । ସୁନ୍ଦର କାର୍ଯ୍ୟ ହାସଲ ବେଳେ ମନ ସ୍ଥିର ରହିବା ଆବଶ୍ୟକ । ସ୍ୱାସ୍ଥ୍ୟ ଓ ସମ୍ପର୍କ ଭଲ ରହିବ ନାହିଁ ।

ଆଜିର ରାଶିଫଳ
ଆଜିର ରାଶିଫଳ (SCORPIO)

ବିଛା: ଆଜି, ଆପଣଙ୍କ ପାଇଁ ଭଲ ଦିନ । ଆପଣଙ୍କର ଆତ୍ମା ଆପଣଙ୍କ ମନ ଏବଂ ଶରୀର ସହିତ ନିଜକୁ ସଜାଇ ନେବ ଏବଂ ଏହା ଏକ ଦୁନିଆ ବାହାର ଅନୁଭବ ଦେବ । ଆପଣଙ୍କ ପ୍ରିୟଜନଙ୍କ ସହିତ ଆପଣ ଭଲ ସମୟ ବିତାଇବେ । କିଛି ଭଲ ଖବର ଆଶା କରନ୍ତୁ, ଆପଣ ଆନନ୍ଦରେ ଡେଇଁ ପଡିବେ । ଆପଣଙ୍କ ପାଇଁ ଉପହାର ଏବଂ ଜିନିଷ ଅପେକ୍ଷାରେ ଅଛି । ବନ୍ଧୁ ତଥା ସମ୍ପର୍କୀୟଙ୍କ ଠାରୁ ଉପକାର ପାଇବେ । ପ୍ରେମିକ ପ୍ରେମିକାଙ୍କ ସହ ମଧୁର ସମ୍ପର୍କ ରହିବ । ସୁସମ୍ୱାଦ ପ୍ରାପ୍ତି ହେବ । ଯାତ୍ରା ଶୁଭ ହେବ । ପ୍ରେମାଳାପ ମଧୁରତାର ସହିତ ହେବ ।

ଆଜିର ରାଶିଫଳ
ଆଜିର ରାଶିଫଳ (SAGITTARIUS)

ଧନୁ: ଆଜି, ଆପଣ ଅତି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି, ଦିନ କଷ୍ଟଭରା ରହିବ ଏବଂ ପ୍ରାର୍ଥନା କରନ୍ତୁ ଯେପରିକି ଏସବୁର ଅନ୍ତ ହେଉ । ଆପଣଙ୍କ ପରିବାର ସହିତ ଏକ ବଡ ଧରଣର ଯୁକ୍ତିତର୍କ ହେବାର ସମ୍ଭାବନା ରହିଛି, ଯାହାକି ଆପଣଙ୍କ ମନରେ ବିରକ୍ତି ମନୋଭାବ ସୃଷ୍ଟି କରିବ । ଆପଣଙ୍କୁ ପରାମର୍ଶ ଦିଆହେଉଛି ଯେ ଆପଣ କିଛି ସମୟ ଏକୁଟିଆ ବିତାନ୍ତୁ ଏବଂ କେଉଁଠାରେ ଭୁଲ ହେଲା ତାହାର ମୂଲ୍ୟାଙ୍କନ କରନ୍ତୁ ।

ଆଜିର ରାଶିଫଳ
ଆଜିର ରାଶିଫଳ (CAPRICORN)

ମକର: ଆଜି, ଆପଣଙ୍କ ପାଇଁ ଅତି ଉତ୍ତମ ଏବଂ ଘଟଣା ବହୁଳ ରହିବ । ଆପଣଙ୍କ ମିଳନ ବନ୍ଧୁବର୍ଗ ଏବଂ ପ୍ରିୟଜନଙ୍କ ସହିତ ହୋଇପାରେ, ଯାହାକି ବହୁ ଦିନ ହେଲା ହୋଇପାରି ନାହିଁ । ଏହି ଦିନ ବ୍ୟବସାୟ, ସାମାଜିକ ସମ୍ପର୍କ ଏବଂ ଅନ୍ୟ କାର୍ଯ୍ୟକଳାପ ପାଇଁ ଏକ ଭଲ ଦିନ । ଯଦି ଆପଣ ଜୀବନସାଥୀ ଖୋଜୁଛନ୍ତି, ତେବେ ଆଜି ସେହି ଖୋଜିବା ଶେଷ ହେବ । କୌଣସି ଏକ ସୁନ୍ଦର ସ୍ଥାନକୁ ଭ୍ରମଣ କରିବାର ସମ୍ଭାବନା ରହିଛି ଏବଂ ଘରେ କିଛି ଅନୁକୂଳ ଘଟଣା ଘଟିବାର ଅଛି ।

ଆଜିର ରାଶିଫଳ
ଆଜିର ରାଶିଫଳ (AQUARIUS)

କୁମ୍ଭ: ଆଜି, ଆପଣ ଭାଗ୍ୟଶାଳୀ ଅଟନ୍ତି । ଆପଣ ପ୍ରତ୍ୟେକ କାର୍ଯ୍ୟ ସହଜରେ ସମାପ୍ତ କରିପାରିବାର ସମ୍ଭାବନା ରହିଛି । ଏହା ଆପଣଙ୍କର ଆତ୍ମ ବିଶ୍ୱାସକୁ ମଧ୍ୟ ବୃଦ୍ଧି କରିବ ଏବଂ ଦିନସାରା ମନ ପ୍ରଫୁଲ୍ଲ ରହିବ । ଆପଣଙ୍କ ଉଚ୍ଚମାନର କାର୍ଯ୍ୟ ଆପଣଙ୍କ ବରିଷ୍ଠ ଅଧିକାରୀଙ୍କୁ ଅତ୍ୟନ୍ତ ପ୍ରଭାବିତ କରିବ ଏବଂ ସେମାନେ ହୁଏତ ଆପଣଙ୍କୁ ପଦୋନ୍ନତି ଦେଇପାରନ୍ତି । ବ୍ୟବସାୟରେ ଲାଭ ପାଇବେ । ବଡ ମାନଙ୍କର ଆଶୀର୍ବାଦ ପାଇବେ ଏବଂ ଆପଣଙ୍କ ପରିବାର ଜୀବନ ଅତ୍ୟନ୍ତ ସୁଖମୟ ହେବ ।

ଆଜିର ରାଶିଫଳ
ଆଜିର ରାଶିଫଳ (PISCES)

ମୀନ: ଆଜି, ଆପଣଙ୍କର କିଛି ମାନସିକ ସମସ୍ୟା ରହିପାରେ । ମାନ୍ଦାପଣ ଏବଂ ନିଷ୍ପତ୍ତି ନ ନେଇପାରିବାର କ୍ଷମତା ଆପଣଙ୍କ ଜୀବନ ଗତିରେ ପ୍ରତିବନ୍ଧକ ସୃଷ୍ଟି କରିବ । ଆପଣଙ୍କ ମନର ଭାବନା ଭଲ ହୋଇ ନପାରେ । ଲଗାତାର ଭାବରେ ଚିନ୍ତା କରିବା ଏବଂ ଉଧାର କରିବା ଆପଣଙ୍କ ପାଇଁ କ୍ଲାନ୍ତ ଅନୁଭବ କରିବାର କାରଣ ହୋଇପାରେ । କାର୍ଯ୍ୟରେ ବରିଷ୍ଠ ଅଧିକାରୀଙ୍କ ସହିତ କାରବାରେ କଲାବେଳେ ଯଦି ଆପଣ ବିଶେଷ ଭାବରେ ଯତ୍ନଶୀଳ ହେବେ, ତେବେ ତାହା ଆପଣଙ୍କୁ ସାହାଯ୍ୟ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.