ETV Bharat / bharat

ଏହି ରାଶି ଉପରେ ପ୍ରସନ୍ନ ଦେବୀ ମା’, ମିଳିବ ବଡ଼ ଖୁସି ଖବର

କେମିତି କଟିବ ଆଜିର ଦିନ । କାହାକୁ ମିଳିବ ଖୁସି ଖବର । କିଏ ରହିବେ ସତର୍କ । ସବୁ ପ୍ରଶ୍ନର ଉତ୍ତର ପାଇଁ ପଢନ୍ତୁ ଆଜିର ରାଶିଫଳ ।

author img

By ETV Bharat Odisha Team

Published : 2 hours ago

ରାଶିଫଳ
ରାଶିଫଳ (ETV Bharat Odisha)

ମେଷ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ବ୍ୟବସାୟୀଙ୍କ ପାଇଁ ଖୁସି ଖବର । ବ୍ୟବସାୟରେ ଲାଭ ପାଇବେ । ସମାଜରେ ଭଲ ପରିଚୟ ସୃଷ୍ଟି କରିବେ । ଯେଉଁମାନେ ବିବାହ ପାଇଁ ଅପେକ୍ଷା କରିଛନ୍ତି ତାଙ୍କ ପାଇଁ ଖୁସି ଖବର । ଶୀଘ୍ର ବିବାହ ଠିକ ହେବ । କିନ୍ତୁ ସନ୍ଧ୍ୟା ବେଳେ ଧ୍ୟାନ ଓ ଏକାଗ୍ରତା ହରାଇବେ ।

ମେଷ
ମେଷ (ETV Bharat Odisha)

ବୃଷ: ବୃଷ ରାଶିର ବ୍ୟକ୍ତି ଆଜି ସତର୍କ ରୁହନ୍ତୁ । ଲୋକଙ୍କ ସହ ସତର୍କତା ସହ କଥାବାର୍ତ୍ତା କରନ୍ତୁ । କାହାକୁ ଆକ୍ଷେପ କଲା ଭଳି କିଛି କୁହନ୍ତୁ ନାହିଁ । ନଚେତ୍‌ ଆପଣଙ୍କ ଶତ୍ରୁ ବଢିବେ । ତେଣୁ କଥାବାର୍ତ୍ତା ଆଲୋଚନା କଲାବେଳେ ସତର୍କ ରୁହନ୍ତୁ ।

ବିଛା
ବୃଷ (ETV Bharat Odisha)

ମିଥୁନ: ଆଜି ଦିନଟି ଭଲରେ କଟିବ । ବାହାରକୁ ଭ୍ରମଣରେ ଯାଇପାରନ୍ତି । ବୁଲା ବୁଲି କରିବେ । ମନକୁ ଶାନ୍ତି ମିଳିବ । ସନ୍ଧ୍ୟା ସମୟରେ ଅଟକି ଥିବା କାର୍ଯ୍ୟ ପୂରା ହେବ ।

ମିଥୁନ
ମିଥୁନ (ETV Bharat Odisha)

କର୍କଟ: ଆଜି ଆପଣ ମଧୁର କଥାରେ ଲୋକଙ୍କ ମନ ଜିତିବେ । ଏହା ଦ୍ବାରା ଆପଣଙ୍କ କାମ ବି ହୋଇଯିବ । ଅଫିସରୁ ଆର୍ଥିକ ଲାଭ ହେବ । କିନ୍ତୁ ଟିକେ ସତର୍କ ରହିବାର ଆବଶ୍ୟକତା ଆଛି । ପୀଡା ପାଇବେ । ତେଣୁ କାମ କଲା ବେଳେ ସତର୍କ ରୁହନ୍ତୁ ।

କର୍କଟ
କର୍କଟ (ETV Bharat Odisha)

ସିଂହ: ବ୍ୟବସାୟୀ ଓ ବେପାରୀଙ୍କ ପାଇଁ ଦିନଟି ଭଲ ନୁହେଁ । କାରଣ ଆପଣଙ୍କୁ ଇର୍ଷା କରୁଥିବା ଲୋକ ଆପଣଙ୍କ ବିରୋଧରେ କିଛି ଚକ୍ରାନ୍ତ କରିପାରନ୍ତି । ଆପଣଙ୍କୁ ତଳକୁ ଖସାଇବା ପାଇଁ ଯୋଜନା କରିବେ ।

ସିଂହ
ସିଂହ (ETV Bharat Odisha)

କନ୍ୟା: ଆଜି ଆପଣ ଗ୍ରହଣ କରିବା ମନରେ ରହିବେ ଓ ସମସ୍ତ ଧାରଣାକୁ ଧ୍ୟାନ ଦେବେ । ତଥାପି ନିଷ୍ପତ୍ତି ନେବା ସମୟରେ ଜିଦି ଗୁଣ ପ୍ରଭାବିତ କରିବ । ଠିକ ଭାବେ କାର୍ଯ୍ୟ କରନ୍ତୁ । ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ ।

କନ୍ୟା
କନ୍ୟା (ETV Bharat Odisha)

ତୁଳା: ଆପଣଙ୍କୁ ନିଜ ଜ୍ଞାନ ଓ ଦକ୍ଷତାକୁ ବଢାଇବା ଦରକାର । ଆପଣଙ୍କ ଶେଷ ଲକ୍ଷ୍ୟ ପାଇବା ପାଇଁ ଆପଣ ନିଜ ବ୍ୟକ୍ତିତ୍ଵ ବଢାଇବା ପାଇଁ ଚେଷ୍ଟା କରିବେ । କିଛି ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି କିନ୍ତୁ ଜୀବନରେ ଏପରି ଛୋଟ ଛୋଟ ସମସ୍ୟା ଆସେ ଓ ଆପଣ ସେଥିରେ ଅଧିକ ଧ୍ୟାନ ଦେବା ଉଚିତ ନୁହେଁ |

ତୁଳା
ତୁଳା (ETV Bharat Odisha)

ବିଛା: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ । ଆଜି ପୂରା ଦିନ ଖୁସି ରହିବେ । ଆପଣଙ୍କୁ ଦେଖି ଅନ୍ୟମାନେ ଆଶ୍ଚର୍ଯ୍ୟ ହେବେ । ସନ୍ଧ୍ୟା ସମୟରେ ବାହାରକୁ ଯାଇପାରନ୍ତି । ଦିନଟି ଭଲରେ କଟିବ ।

ବିଛା
ବିଛା (ETV Bharat Odisha)

ଧନୁ: ଜୀବନସାଥୀଙ୍କ ସ୍ବଭାବକୁ ନେଇ ଚିନ୍ତିତ ରହିବେ । କାର୍ଯ୍ୟସ୍ଥଳରେ ଚିନ୍ତାରେ ରହିବେ । ଆପଣ ନିଜକୁ ଏକୁଟିଆ ମନେ କରିବେ । ଆପଣଙ୍କ ପାଇଁ ପରାମର୍ଶ ହେଉଛି ଜୀବନସାଥୀ ସହ ଆଲୋଚନା କରନ୍ତୁ । ମନୋମାଳିନ୍ୟ ଦୂର ହେବ ।

ଧନୁ
ଧନୁ (ETV Bharat Odisha)

ମକର: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ । ଆପଣ ଅନ୍ୟ ଉପରେ ରାଗିବେ । ରାଗକୁ ନିୟନ୍ତ୍ରଣ ରଖନ୍ତୁ । କାହା ସହ ଝଗଡା କରନ୍ତୁ ନାହିଁ । କହିବା ପୂର୍ବରୁ ଚିନ୍ତା କରନ୍ତୁ । ନଚେତ୍‌ ସମ୍ପର୍କରେ ମନୋମାଳିନ୍ୟ ଆସିପାରେ ।

ମକର
ମକର (ETV Bharat Odisha)

କୁମ୍ଭ: ଆଜି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ଆପଣଙ୍କର ଆଧ୍ୟାତ୍ମିକ ମନ ଦିନକୁ ସନ୍ତୁଷ୍ଟମୟ କରିବ ଏବଂ ଆପଣ ସମସ୍ତ ପ୍ରତିକୂଳତାକୁ ଦୂରରେ ରଖିବାରେ ସମର୍ଥ ହେବେ । ଯଦି ଏହା କରିବାରେ ବିଫଳ ହୁଅନ୍ତି, ତେବେ ନିଷ୍ପତ୍ତି ନେବାର ଦକ୍ଷତାରେ ହାନୀ ପହଞ୍ଚାଇବ ଏବଂ ଆପଣଙ୍କ ଉତ୍ସାହ ମଧ୍ୟ କମ୍‌ କରିବ ।

କୁମ୍ଭ
କୁମ୍ଭ (ETV Bharat Odisha)

ମୀନ: ଆଜିର ଯଥା ସମ୍ଭବ ଲାଭ ନେବା ପାଇଁ ଆପଣଙ୍କ ସମସ୍ତ ଶକ୍ତି ଏକାଠି କରନ୍ତୁ ଏବଂ ଅନୁକୂଳ ଦିଗରେ ପ୍ରୟୋଗ କରନ୍ତୁ । ଅବଶ୍ୟ, ଧ୍ୟାନ କିମ୍ବା ଯୋଗ କରିବା ଦ୍ବାରା ଆପଣ ଏହା ସମ୍ଭବ କରିପାରିବେ । ପରିବାର ସଦସ୍ୟ ଏବଂ ପ୍ରୀୟଜନଙ୍କ ମଧ୍ୟରେ କଳହ ଏବଂ ଯୁକ୍ତିତର୍କ ହେବାର ସମ୍ଭାବନା ରହିଛି । ଆପଣଙ୍କର ଭାଷା ଏବଂ ଆକ୍ରମଣତ୍ମକ ବ୍ୟବହାର ନିୟନ୍ତ୍ରଣରେ ରଖନ୍ତୁ ।

ମୀନ
ମୀନ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ସାପ୍ତାହିକ ରାଶିଫଳ: ଏସବୁ ରାଶି ଉପରେ ଧନ ବର୍ଷା, ପ୍ରେମୀ ଯୁଗଳଙ୍କୁ ମିଳିବ ଖୁସି ଖବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.