ETV Bharat / state

Odisha whizz-kid to participate in NASA Space Settlement Contest

A class IX student of Saraswati Vidya Mandir of Angul district of Odisha has invented a Mavic project which can reach out to people in need of immediate medical aid in remote areas. Subhranshu will participate in the NASA Space Settlement Contest for his invention.

Odisha whizz-kid to participate in NASA Space Settlement Contest
author img

By

Published : Nov 4, 2019, 11:24 PM IST

Updated : Nov 4, 2019, 11:46 PM IST

Odisha: A Class IX student from Angul district of Odisha has been selected to participate in the NASA Space Settlement Contest for his invention which can reach out to people in need of immediate medical aid in remote areas.

Subhranshu Nayak to participate in NASA Space Settlement Contest

Subhranshu Nayak, son of a bag seller Laxman Nayak and Sulochana is a student of Saraswati Vidya Mandir in Hulursinga village.

Read: SC agrees to consider bail application of 1984 anti- Sikh riots convict Sajjan Kumar

He developed a Mavic project at the cost of Rs. 65,000 and uploaded it on the NASA Space Settlement website. Through it, a patient or injured person can receive first aid and also consult a doctor via the camera installed on the device.

After reviewing the project, NASA invited him to its Space Settlement Centre at Washington to give a detailed briefing on his project on December 1.

Around 138 participants from across the globe including two from India are invited to visit NASA’s Space Settlement Centre.

Subhranshu who is a student prodigy is being praised by everyone for his grit and determination.

Also, read: Women Power: When a bank refused to provide loan, Revabai set up her own bank with nearly turnover of Rs 100 Cr

Intro:ଗରିବ ଘରେ ମେଧାବୀ ଛାତ୍ର । ନିଜର ଉଦଦ୍ଭାବନ ପାଇଁ ତାଙ୍କୁ ନାଶା ରୁ ଆସିଛି ଡାକରା । ସାଧାରଣ ବ୍ୟାଗ ବିକାଳିଙ୍କ ପୁଅକୁ ମିଳିଛି ଏଭଳି ସଫଳତା । ଯାହାପାଇଁ ସେଇ ପଢୁଥିବା ସ୍କୁଲ ଠାରୁ ଆରମ୍ଭ କରି ପରିବାର ଲୋକେ ସମସ୍ତେ ଗର୍ବିତ । ଏହି ମେଧାବୀ ଛାତ୍ର ଜଣଙ୍କ ହେଉଛନ୍ତି ଅନୁଗୋଳ ର । ଦେଶର ଦୁଇ ଜଣ ଛାତ୍ରଙ୍କୁ ମିଳିଛି ଏହି ସଫଳତା । ବିଜ୍ଞାନ ପ୍ରତି ଆଗ୍ରହ ରଖିଥିବା ଏହି ଛାତ୍ର ଜଣଙ୍କ ହେଉଛନ୍ତି ଶୁଭ୍ରାଂଶୁ ନାଏକ Body:ଶୁଭ୍ରାଂଶୁ ନାଏକ । ଅନୁଗୋଳ ସହର ପାଖ ହୁଲୁରିସିଂହାର ଲକ୍ଷ୍ମଣ ନାୟକ ଓ ମାଆ ସୁଲୋଚନା ନାୟକଙ୍କ ଏକ ମାତ୍ର ପୁଅ । ଶୁଭ୍ରାଂଶୁ ର ବାପା ଲକ୍ଷ୍ମଣ ଜଣେ ବ୍ୟାଗ ବିକାଳି । ହେଲେ ପୁଅ ଶୁଭ୍ରାଂଶୁର ସ୍ଵପ୍ନ ବୈଜ୍ଞାନିକ ହେବା । ଆଉ ପୁଅର ଏହି ସ୍ଵପ୍ନ ପାଇଁ ଯଥାସମ୍ଭବ ଚେଷ୍ଟା ମଧ୍ୟ କରନ୍ତି ଲକ୍ଷ୍ମଣ । ଆଉ ଏହି ସ୍ଵପ୍ନ ଏବେ ସତ ହେବାକୁ ଯାଉଛି । ନିଜର ଉଦଦ୍ଭାବନ ପାଇଁ ତାଙ୍କୁ ନାସା (NASA) ରୁ ଆସିଛି ଡାକରା । ଶୁଭ୍ରାଂଶୁ ୬୫ ହଜାର ଟଙ୍କା ଖର୍ଚ୍ଚକରି ନିର୍ମାଣ କରିଛନ୍ତି “ମାଭିକ” ନାମକ ଏକ ପ୍ରକଳ୍ପ । ଯାହା ଏକ ସ୍ଵତନ୍ତ୍ର ଡ୍ରୋନ । ଆକାଶ ମାର୍ଗରେ ଯାଇ ଦୁର୍ଗମ ଅଞ୍ଚଳ ଓ ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ପାଖରେ ପହଞ୍ଚି ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇପାରିବ ବୋଲି କହିଛନ୍ତି ଶୁଭ୍ରାଂଶୁ । ଏହି ଡ୍ରୋନ ରେ ଲାଗିଥିବା ସ୍ଵତନ୍ତ୍ର କ୍ୟାମେରା ସହାୟତାରେ ଡାକ୍ତରଙ୍କ ସହ ଯୋଗାଯୋଗ କରି ପରାମର୍ଶ ନେଇ ହେବ । ଏଭଳି ଏକ ଯନ୍ତ୍ର ତିଆରି କରି ଶୁଭ୍ରାଂଶୁ ନାସା ପ୍ରତିଯୋଗୀତା ପାଇଁ ମନୋନୀତ ହୋଇଛନ୍ତି । ଯାହା ପାଇଁ ଏବେ ସମସ୍ତେ ବେଶ ଖୁସି ।
Byte – 1 ଶୁଭ୍ରାଂଶୁ ନାଏକ , ନାଶା ନିମନ୍ତ୍ରିତ ଛାତ୍ର
Byte – 2 ଲକ୍ଷ୍ମଣ ନାଏକ , ଶୁଭ୍ରାଂଶୁ ର ବାପା
Byte – 3 ସୁଲୋଚନା ନାଏକ , ଶୁଭ୍ରାଂଶୁ ର ମା
Vo – 2
ଶୁଭ୍ରାଂଶୁ ଅନୁଗୋଳ ସହରର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ନବମ ଶ୍ରେଣୀର ଛାତ୍ର । ପ୍ରାୟ ଏକ ବର୍ଷ ତଳେ ସ୍କୁଲରେ ଆରମ୍ଭ ହୋଇଥିଲା ଅଟଳ ଟିଙ୍କରିଙ୍କ ଲ୍ୟାବ ରୁ ଆରମ୍ଭ କରିଥିଲେ ତାଙ୍କ ଉଦଦ୍ଭାବନ ର ଯାତ୍ରା । ତାଙ୍କ ଉଦଦ୍ଭାବନ ପାଇଁ ବାପା ଏକ ଲ୍ୟାପଟପ ଓ କିଛି ଉପକରଣ ମଧ୍ୟ ଯୋଗାଇ ଦେଇଥିଲେ । ପ୍ରାୟ ୩ ମାସ ଦିନ ରାତି ଏକ କରି ଶୁଭ୍ରାଂଶୁ ତିଆରି କରିଛନ୍ତି ‘ମାଭିକ’ । ଆଉ ତିଆରି ପରେ ନାସାର ୱେବସାଇଟରେ ଅପଲୋଡ କରିଥିଲେ । ଶୁଭ୍ରାଂଶୁଙ୍କ ଏହି ପ୍ରକଳ୍ପ ଦେଖି ନାସା ବୈଜ୍ଞାନିକ ମାନେ ସନ୍ତୋଷ ବ୍ୟକ୍ତ କରିବା ସହିତ ତାଙ୍କ ପ୍ରକଳ୍ପ କୁ ତୃତୀୟ ସ୍ଥାନ ରେ ସ୍ଥାନିତ କରିଛନ୍ତି । ଆଉ ୨୦୨୦ ରେ ହେବାକୁଥିବା ନାସା ସ୍ପେସ କଣ୍ଟେଷ୍ଟ ରେ ଭାନ ନେବାପାଇଁ ତାଙ୍କୁ ନିମନ୍ତ୍ରଣ କରିଛନ୍ତି । ଶୁଭ୍ରାଂଶୁଙ୍କ ଏହି ସଫଳତା ପରେ ସ୍କୁଲ ଠାରୁ ଆରମ୍ଭ କରି ସାହି ପଡ଼ିଶା ବେଶ ଗର୍ବିତ ।
Byte – 4 ସଞ୍ଜୁକ୍ତା ନାଏକ , ଶୁଭ୍ରାଂଶୁ ଙ୍କ ପଡୋଶୀ
Byte – 5 ପ୍ରସନ୍ନ କୁମାର ପ୍ରଧାନ , ପ୍ରଧାନ ଶିକ୍ଷକ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର
Conclusion:ନାସା ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ଆସିବା ପରେ ବଢିଛି ଶୁଭ୍ରାଂଶୁଙ୍କ ମନୋବଳ । କଠିନ ଇଛାଶକ୍ତି ଯେ ସବୁ ବାଧାବିଘ୍ନ କୁ ପଛରେ ପକାଇ ଦିଏ ତାର ପ୍ରମାଣ କରିଛନ୍ତି ଏହି ବ୍ୟାଗ ବିକାଳୀଙ୍କ ପୁଅ ଶୁଭ୍ରାଂଶୁ ।
ଅନୁଗୋଳ ରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
Last Updated : Nov 4, 2019, 11:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.