ଓଡିଶା

odisha

By

Published : Jun 15, 2022, 4:16 PM IST

ETV Bharat / videos

ରଜରେ ଉତ୍ସବମୁଖର ମାଲକାନଗିରିର ପୁରପଲ୍ଲୀ

ମାଲକାନଗିରି: ଓଡ଼ିଶାର ପ୍ରମୁଖ ପର୍ବ ମଧ୍ୟରେ ଗଣପର୍ବ ରଜ ଅନ୍ୟତମ । ଏହାର ଉତ୍ସାହ ସହରୀ ଜୀବନର ଚାକଚକ୍ୟ ଭିତରେ ହଜି ଯାଉଥିବାବେଳେ ଏହାକୁ ଆପଣେଇ ନେଇଛନ୍ତି ମାଲକାନଗିରି ଜିଲ୍ଳାର ଗ୍ରାମବାସୀ । ସହର ଠାରୁ କିଛି ଦୂରରେ ଥିବା କାଦବାହାଲ୍, ଗୌଡଗୁଡା, ଦାମାଗୁଡ଼ା, ବାହାଲଗୁଡ଼ା, ନାରାୟଣଗୁଡ଼ା ଓ ତଣ୍ଡକି ଗାଁ ଗୁଡିକରେ କିଶୋରୀ ମାନଙ୍କ ମଧ୍ୟରେ ରଜ ଉତ୍ସାହ ଦେଖିବାକୁ ମିଳିଛି । କିଶୋରୀ ମାନେ ଗାଁ ମୁଣ୍ଡରେ ଏକାଠି ହୋଇ ରଜଦୋଳିର ମଜା ନେବା ସହ ବିଭିନ୍ନ ନାଚ ଗୀତ ମାଧ୍ୟମରେ ଏହି ପର୍ବକୁ ପାଳନ କରିଛନ୍ତି ।

ABOUT THE AUTHOR

...view details