ଓଡିଶା

odisha

By

Published : Jul 29, 2022, 10:06 PM IST

ETV Bharat / videos

ବୃଦ୍ଧଙ୍କ ପ୍ରତି ପୋଲିସର ଅମାନବୀୟ ଅତ୍ୟାଚାର, ଭିଡିଓ ଭାଇରାଲ୍‌

ଭୋପାଳ: ବୃଦ୍ଧଙ୍କୁ ପୋଲିସ୍‌ର ଅମାନବୀୟ ମାଡ଼ । ଏହି ଭିଡିଓ ଦେଖିଲେ ଯେ କେହି ବିଚଳିତ ହୋଇଯିବ । ବୃଦ୍ଧ ଅସହାୟ ହୋଇ ମାଡ଼ ଖାଇବା ଛଡ଼ା ଆଉ କୌଣସି ବାଟ ପାଉଥିବା ମନେ ହେଉନାହିଁ । ମଧ୍ୟପ୍ରଦେଶର ଜବଲପୁର ରେଳ ଷ୍ଟେସନର ଏହି ଭିଡିଓ । ଜଣେ ପୋଲିସ ୟୁନିଫର୍ମ ପିନ୍ଧିଥିବା ବ୍ୟକ୍ତି ବୃଦ୍ଧ ଅମାନସିକ ଭାବେ ପିଟି ଚାଲିଛନ୍ତି । ଏହି ଭିଡିଓ ଭାଇରାଲ ହେବାପରେ GRP ଓ RPF ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି । ପୋଲିସ କର୍ମୀ ଜଣକ କିଏ ତାହା ତଦନ୍ତ କରୁଛି ପୋଲିସ ।

ABOUT THE AUTHOR

...view details