ଓଡିଶା

odisha

By

Published : Apr 18, 2022, 4:08 PM IST

ETV Bharat / videos

Odisha Driver Union Protest: ଆଲୋଚନା ପାଇଁ ଲୋକସେବା ଭବନରୁ ଆସିଲା ଡାକରା

ଭୁବନେଶ୍ବର: ସୁରକ୍ଷାକୁ ନେଇ ରାଜଧାନୀରେ ଡ୍ରାଇଭର ମହାସଂଘର ବିକ୍ଷୋଭ ପ୍ରଦର୍ଶନ । ଆନ୍ଦୋଳନ ତୀବ୍ର ହେବା ପରେ ଲୋକସେବା ଭବନରୁ ଡ୍ରାଇଭର ମହାସଂଘର ପ୍ରତିନିଧି ମଣ୍ଡଳୀଙ୍କ ସହ ଆଲୋଚନା ହେବା ପାଇଁ ଆସିଲା ଡାକରା । ବସ୍‌ରେ ଲୋକସେବା ଭବନ ଅଭିମୁଖେ ବାହାରିଲେ ଡ୍ରାଇଭର ମହାସଂଘର ରାଜ୍ୟ ସଭାପତିଙ୍କ ସହ ୩୦ ଜିଲ୍ଲାର ସଭାପତି । ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details