ଓଡିଶା

odisha

By

Published : May 5, 2022, 9:32 AM IST

ETV Bharat / videos

Petrol Pumpରେ ବୁଲିଲା ଭାଲୁ, CCTVରେ କଏଦ ହେଲା ଦୃଶ୍ୟ

ବେଙ୍ଗାଲୁରୁ: କର୍ଣ୍ଣାଟକର ବିଜୟ ନଗର ଜିଲ୍ଲା(Vijayanagar district)ରେ ଭାଲୁ ଭୟ । ନିକଟରେ ଗୁଡେକୋଟା ଭାଲୁ ଅଭୟାରଣ୍ୟ (Gudekote Bear Sanctuary) ରହିଥିବାରୁ ଆତଙ୍କ ରଚୁଛନ୍ତି ଭାଲୁ । ଜନବସତି ମୁହାଁ ହୋଇ ଚାଷୀଙ୍କ କ୍ଷେତକୁ ନଷ୍ଟ କରୁଛନ୍ତି । ଏପରିକି ଚାଷୀ ନିଜ କ୍ଷେତକୁ ଯିବା ପାଇଁ ଭୟ କରୁଛି । ତେବେ ଭାଲୁ ଗାଁ ମୁହାଁ ହେଉଥିବାରୁ ଲୋକେ ବିଭିନ୍ନ ଉପାୟରେ ଭାଲୁକୁ ଘଉଡାଉଛନ୍ତି । କେବଳ ସେତିକି ନୁହେଁ ଏକ ଭାଲୁ ପେଟ୍ରୋଲ ପମ୍ପ ନିକଟରେ ବୁଲୁ ଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ତେବେ, ଖାଦ୍ୟପେୟ ଅଭାବରୁ ଭାଲୁ ଜନବସତି ମୁହାଁ ହେଉଥିବା ଚର୍ଚ୍ଚା ହେଉଛି । ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details