ଓଡିଶା

odisha

By

Published : Jun 19, 2022, 7:26 AM IST

ETV Bharat / videos

ବିଦ୍ୟାରାଣ ଚଳଚ୍ଚିତ୍ର: ଅଭିନେତ୍ରୀ ଶିବାନୀଙ୍କ ଦୃଢୋକ୍ତି, ହଲ୍‌କୁ ଫେରିବେ ଓଡିଆ ସିନେପ୍ରେମୀ

ଭୁବନେଶ୍ବର: ଏଥର ରଥଯାତ୍ରାରେ ରିଲିଜ ହେବ ଓଲିଉଡର ଚୁଲବୁଲି ଅଭିନେତ୍ରୀ ଶିବାନୀଙ୍କ ଓ ବାବୁଶାନଙ୍କ ଅଭିନୀତ ଓଡିଆ ସିନେମା ବିଦ୍ୟାରାଣ । ଏହି ସିନେମାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ନିରଞ୍ଜନ ନାୟକ । ନିର୍ଦ୍ଦେଶନା ଦେଇଛନ୍ତି ଜ୍ୟୋତି ଦାସ ଓ ସଂଳାପ ଲେଖିଛନ୍ତି ବାପୁ ଗୋସ୍ଵାମୀ । ଏହି ସିନେମା ତଥ୍ୟ ପ୍ରଡକ୍ସନ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବାବେଳେ ଭୁବନେଶ୍ବରର ଏକ ହୋଟେଲରେ ଅଡିଓ ରିଲିଜ ହୋଇଛି । ଏହି ଅବସରରେ ନାୟକ ଓ ନାୟିକା ନିଜ ଫ୍ୟାନ୍ସଙ୍କ ପାଇଁ ଗୀତ ଗାଇଛନ୍ତି ।

ABOUT THE AUTHOR

...view details