ଓଡିଶା

odisha

ସିଲଭର ସିଟିରେ ଯୁବକ ନେଲେ ଟିକା

By

Published : May 11, 2021, 10:46 PM IST

କଟକ: ସିଲଭର ସିଟିରେ ଟିକା ନେଲେ ଯୁବକ ଯୁବତୀ । ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରି ଆଜି (ମଙ୍ଗଳବାର) ଟିକା ନେବାର ସୁଯୋଗ ପାଇଛନ୍ତି ଏମାନେ । ତେବେ ଅନେକ ଦିନ ଧରି ଅପେକ୍ଷା କରିବା ପରେ ଆଜି ଏହି ଦିନ ଉପନୀତ ହୋଇଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯୁବପିଢି । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details