ଓଡିଶା

odisha

ଋଷି ଓ ଇରଫାନଙ୍କ ବିୟୋଗରେ ଶୋକବ୍ୟକ୍ତ କଲେ ଅନୁ

By

Published : Apr 30, 2020, 8:17 PM IST

ଭୁବନେଶ୍ବର: ବଲିଉଡ ଇଣ୍ଡଷ୍ଟ୍ରିକୁ ଶକ୍ତ ଝଟକା । ଭର୍ସାଟାଇଲ ଆକ୍ଟର ଇରଫାନ ଖାନ ଓ ଭେଟେରାନ ଅଭିନେତା ଋଷି କପୁରଙ୍କ ବିୟୋଗରେ ପୂରା ବଲିଉଡ ସ୍ବବ୍ଧ । ବୁଧବାର ଇରଫାନ ଓ ଏହାର 24 ଘଣ୍ଟା ନୁପୁରୁଣୁ ଅଭିନେତା ଋଷି କପୁର ଦୁନିଆରୁ ବିଦାୟ ନେଇଛନ୍ତି । ଏଥିପାଇଁ ସାରା ଦେଶରେ ଏବେ ଶୋକର ମାହୋଲ। ଦେଶ ବିଦେଶରୁ ସେମାନଙ୍କ ପ୍ରଂଶସକ, ରାଜନେତା ସହ ସଂଶ୍ଲିଷ୍ଟ ବ୍ୟକ୍ତିମାନେ ଶୋକବ୍ୟକ୍ତ କରୁଛନ୍ତି। ଏହି ଅବସରରେ ଓଡିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତ୍ରୀ ଅନୁ ଚୌଧୁରୀ ମଧ୍ୟ ଭିଡିଓ ମେସେଜରେ ଦୁଇ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ ,ଇଟିଭି ଭାରତ

ABOUT THE AUTHOR

...view details