ଓଡିଶା

odisha

By

Published : Aug 14, 2021, 5:15 PM IST

ETV Bharat / videos

ସ୍ବାଧୀନତାର ଅମୃତ ମହୋତ୍ସବ, ଟାଗୋରଙ୍କ କବିତା କୁନିଶିଶୁଙ୍କ କଣ୍ଠରେ ଭାଇରାଲ

ଭୁବନେଶ୍ବର: ସ୍ବାଧୀନତାର ୭୫ ବର୍ଷ ଉପଲକ୍ଷେ ଦେଶ ପାଳନ କରୁଛି ସ୍ବାଧୀନତାର ଅମୃତ ମହୋତ୍ସବ। ଏହି ଅବସରରେ ଦେଶର କୁନି କୁନି ଶିଶୁମାନେ ମଧ୍ୟ ସ୍ବାଧୀନତାର ଅମୃତ ମହୋତ୍ସବରେ ସାମିଲ ହୋଇଛନ୍ତି । ନୋବେଲ ପୁରସ୍କାରପ୍ରାପ୍ତ ରବୀନ୍ଦ୍ର ନାଥ ଟାଗୋରଙ୍କ 'Where the mind is without fear' କବିତା ଗାଇ ଅମୃତ ମହୋତ୍ସବ ପାଳିଛନ୍ତି ଦେଶର ପ୍ରତିକୋଣରୁ ଛୋଟଛୋଟ ପିଲା । ଯାହାର ଭିଡିଓ ଏବେ ଭାଇରାଲ ହେଉଛି ।

ABOUT THE AUTHOR

...view details