ଓଡିଶା

odisha

By

Published : Jul 23, 2020, 7:17 PM IST

Updated : Jul 23, 2020, 9:30 PM IST

ETV Bharat / videos

କୋରୋନାକୁ ହରାଇଲେ ହରିହର, ଶୁଣନ୍ତୁ ସଂଘର୍ଷର କାହାଣୀ

ଗଜପତି: ସମସ୍ତଙ୍କର ଗୋଟିଏ ଚିନ୍ତା କେବେ ଦୂରହେବ ମହାମାରୀ କୋରୋନା । ପ୍ରତିଦିନ ଭୂତାଣୁ ହୁ ହୁ ହୋଇ ମାଡିଚାଲିବା ସହିତ ହଜାର ହଜାର ଲୋକଙ୍କ ମୁଣ୍ଡ ଗଡଉଛି । ଏପଟେ ନିଜ ଜୀବନକୁ ବାଜି ଲଗାଇ ଅହରହ ଜନସେବାରେ ଲାଗିପଡିଛନ୍ତି କୋରୋନା ଯୋଦ୍ଧା । ମହାମାରୀକୁ ପ୍ରତିହତ କରି ସୁସ୍ଥ ହୋଇ ଫେରିବା ପରେ ଶୁଣନ୍ତୁ କଣ କହୁଛନ୍ତି କୋରୋନା ଯୋଦ୍ଧା ତଥା ଗଜପତି ଜିଲ୍ଲାର ଇଟିଭି ଭାରତ ପ୍ରତିନିଧି ହରିହର ପଟ୍ଟନାୟକ...
Last Updated : Jul 23, 2020, 9:30 PM IST

ABOUT THE AUTHOR

...view details