ଓଡିଶା

odisha

By

Published : Apr 14, 2021, 8:31 PM IST

ETV Bharat / videos

ସାଇକେଲରେ ସୁଟିଂସେଟକୁ ଗଲେ ସୋନୁ ସୁଦ

ହାଇଦ୍ରାବାଦ: ଚଳଚ୍ଚିତ୍ର ଅଭିନେତା ସୋନୁ ସୁଦ ମେଗାଷ୍ଟାର ଚିରଞ୍ଜୀବୀଙ୍କ ଫିଲ୍ମ 'ଆଚାର୍ଯ୍ୟ'ର ସୁଟିଂ ପାଇଁ ଯାଇଛନ୍ତି। ସୋନୁ ସାଇକେଲ ଚଲାଇବାକୁ ବହୁତ ପସନ୍ଦ କରୁଥିବାରୁ ସୁଟିଂସେଟକୁ ସାଇକେଲରେ ଯାଇଛନ୍ତି ।

ABOUT THE AUTHOR

...view details