ଓଡିଶା

odisha

By

Published : Nov 9, 2022, 11:10 AM IST

Updated : Feb 3, 2023, 8:31 PM IST

ETV Bharat / videos

Good Video: ଗିନି ବଜାଇ ପିଲାଙ୍କୁ ପଣିକିଆ ପଢ଼ାଉଛନ୍ତି ଶିକ୍ଷକ

ହାଇଦ୍ରାବାଦ: ଉଦାହରଣ ସାଜିଛି ଶିକ୍ଷକଙ୍କ ନିଆରା ପାଠପଢ଼ା। ଖୋଲା ଆକାଶ ତଳେ ଭିନ୍ନ ଅନ୍ଦାଜରେ ପିଲାଙ୍କୁ ଗଣିତ ପଢାଉଛନ୍ତି ଶିକ୍ଷକ। ନାଚି ଗାଇ ଏବଂ ଗିନି ବଜାଇ ପଣିକିଆ ଘୋଷାଉଛନ୍ତି। ପିଲାମାନେ ମଧ୍ୟ ବେଶ ଆଗ୍ରହ ସହକାରେ ଶିକ୍ଷକଙ୍କ ସହ ପାଳି ଧରୁଛନ୍ତି। ତେବେ ଏହି ଭିଡ଼ଓଟି କେବେକାର ଓ କେଉଁ ସ୍ଥାନର ତାହା ଜଣାପଡ଼ିନାହିଁ। କିନ୍ତୁ ସୋସିଆଲ ମିଡ଼ିଆରେ ଭିଡ଼ିଓଟି ଭାଇରାଲ ହେବାରେ ଲାଗିଛି।
Last Updated : Feb 3, 2023, 8:31 PM IST

ABOUT THE AUTHOR

...view details