ଓଡିଶା

odisha

ବାପୁଜୀ ନଗରର ନିଆରା ହୋଲି, ଅଶ୍ଲୀଳ ଭାଷା କହି ହୋଲିକା ହୁଏ ଦହନ

By

Published : Mar 18, 2022, 8:59 AM IST

Updated : Feb 3, 2023, 8:20 PM IST

ବୌଦ୍ଧ: ଆସନ୍ତାକାଲି ରାଜ୍ୟରେ ପାଳନ ହେବ ହୋଲି ପର୍ବ । ଏହା ପୂର୍ବରୁ ଗତକାଲି ବୌଦ୍ଧରେ ହୋଲିକା ଦହନ ପାଳନ କରାଯାଇଛି । ଜିଲ୍ଲାର ସଦର ମହକୁମା ବାପୁଜୀ ନଗର ଠାରେ ଆଦିବାସୀ ମାନେ ଏହି ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ବସ୍ତିର ଯୁବକ ମାନେ ଗୋଟିଏ ସ୍ଥାନରେ ଏକାଠି ହୋଇ ଗୁପ୍ତ ରୀତିନୀତିରେ ଉଲଗ୍ନ ହୋଇ କୁକୁଡା ଅଣ୍ଡା ଭୋଗ ଲଗାଇ ପୂଜାର୍ଚ୍ଚନା କରିଥିଲେ । ଏହାପରେ ଅଶ୍ଳୀଳ ଭଷା କହି ଦେବୀ ହୋଲିକାଙ୍କୁ ଆବାହନ କରିଥିଲେ । ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

...view details