ଓଡିଶା

odisha

By

Published : Feb 17, 2021, 12:54 PM IST

ETV Bharat / videos

ଶ୍ରୀନଗରରେ ରାଷ୍ଟ୍ରଦୂତଙ୍କୁ ସ୍ବାଗତ

ଶ୍ରୀନଗର: ଜମ୍ମୁକାଶ୍ନୀର ଶ୍ରୀନଗରରେ ପହଞ୍ଚିଲେ ୟୁରୋପୀୟ ସଂଘର 24 ଜଣିଆ ସଦସ୍ୟ । କାଶ୍ମୀରର ପାରମ୍ପାରିକ ନୃତ୍ୟ ଓ ଗୀତ ମାଧ୍ୟମରେ ସେମାନଙ୍କୁ ସ୍ବାଗତ କରାଯାଇଛି । 20 ଦେଶର ରାଷ୍ଟ୍ରଦୂତ ଜମ୍ମୁ-କାଶ୍ମୀରରୁ 370 ଉଚ୍ଛେଦ ପରେ ସ୍ଥିତି କିପରି ରହିଛି ତାହା ସମୀକ୍ଷା କରିବେ । ଦେଖନ୍ତୁ ଭିଡିଓ...

ABOUT THE AUTHOR

...view details