ଓଡିଶା

odisha

By

Published : Jun 20, 2021, 3:18 PM IST

ETV Bharat / videos

ଯାତ୍ରୀଙ୍କ କାନ୍ଧରେ ବସି ମେଟ୍ରୋରେ ଯାତ୍ରା କଲା ମାଙ୍କଡ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ ଟ୍ରେନରେ ମାଙ୍କଡ । ମାଙ୍କଡଟି ଟ୍ରେନ ମଧ୍ୟରେ ଯାତ୍ରୀଙ୍କ କାନ୍ଧରେ ବସିବା ସହ ବଗିରେ ଏପଟ୍ ସେପଟ୍ ବୁଲୁଥିବା ଦେଖିବାକୁ ମିଳିଛି । ମାଙ୍କଡର ଏହି ହରକତ ଭିଡିଓ ସୋସିଆଲେ ମିଡିଆରେ ଭାଇରାଲ ହେଉଛି । ଆନନ୍ଦ ବିହାରରୁ ଦ୍ୱାରକା ସେକ୍ଟର ମଧ୍ୟରେ ଟ୍ରେନରେ ମାଙ୍କଡଟି ବୁଲୁଥିବା ଦେଖିବାକୁ ମିଳିଥିଲା । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details