ଓଡିଶା

odisha

By

Published : Jan 28, 2022, 10:27 PM IST

Updated : Jan 29, 2022, 11:37 AM IST

ETV Bharat / state

ଦୁର୍ନୀତିମୁକ୍ତ ଶାସନକୁ ପାଥେୟ କରି ନିର୍ବାଚନ ଲଢ଼ିବ ଆମ ଆଦମୀ ପାର୍ଟି

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଥମ କରି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେଇଛି ଆମ ଆଦମୀ ପାର୍ଟି। ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ 28ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଯୁଧିଷ୍ଠିର ବାରିକ, 10 ନମ୍ବରରୁ ଦୁଃଖିନୀ ବେହେରା ଏବଂ 9 ନମ୍ବରରୁ ମନୋଜ ବିଶ୍ବାଳ ଜିଲ୍ଳା ପରିଷଦ ଆସନ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି । ଅଧିକ ପଢନ୍ତୁ

aap zp candidate statement on panchayat poll
ଦୁର୍ନୀତି ମୁକ୍ତ ଶାସନକୁ ପାଥେୟ କରି ନିର୍ବାଚନ ଲଢ଼ିବ ଆମ ଆଦମୀ ପାର୍ଟି

ବ୍ରହ୍ମଗିରି:ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଥମ କରି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେଇଛି ଆମ ଆଦମୀ ପାର୍ଟି। ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ 28 ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଯୁଧିଷ୍ଠିର ବାରିକ, 10 ନମ୍ବରରୁ ଦୁଃଖିନୀ ବେହେରା ଏବଂ 9 ନମ୍ବରରୁ ମନୋଜ ବିଶ୍ବାଳ ଜିଲ୍ଳା ପରିଷଦ ଆସନ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି । ତେବେ ଦୁର୍ନୀତି ମୁକ୍ତ ଶାସନକୁ ପାଥେୟ କରି ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଏହି ତିନି ପ୍ରାର୍ଥୀ ।

ଦୁର୍ନୀତିମୁକ୍ତ ଶାସନକୁ ପାଥେୟ କରି ନିର୍ବାଚନ ଲଢ଼ିବ ଆମ ଆଦମୀ ପାର୍ଟିଦୁର୍ନୀତିମୁକ୍ତ ଶାସନକୁ ପାଥେୟ କରି ନିର୍ବାଚନ ଲଢ଼ିବ ଆମ ଆଦମୀ ପାର୍ଟି

ଅନ୍ୟପଟେ ଆମେ ଜିତିଲେ ସାଧାରଣ ଲୋକଙ୍କ ଅସୁବିଧା ସମାଧାନ କରିବା ଦିଗରେ କାମ କରିବୁ । ଏହା ସହିତ ସରକାରଙ୍କ ନିକଟରେ ସାଧାରଣ ଲୋକଙ୍କ ଦାବିକୁ ଉପସ୍ଥାପନା କରିବୁ ବୋଲି କହିଛି ଆମ ଆଦମୀ ପାର୍ଟି । ଏଥିସହ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Last Updated : Jan 29, 2022, 11:37 AM IST

For All Latest Updates

TAGGED:

ABOUT THE AUTHOR

...view details