ଓଡିଶା

odisha

By

Published : Mar 19, 2021, 8:40 PM IST

Updated : Mar 19, 2021, 8:55 PM IST

ETV Bharat / state

22ତମ ସର୍ବଭାରତୀୟ ବିଜୁ ପଟ୍ଟନାୟକ ସ୍ମାରକୀ ଟ୍ରଫି ଉଦ୍‌ଘାଟିତ

କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ପଣସପଦା ହରିହର ବିଦ୍ୟାପୀଠ ଖେଳପଡିଆରେ 22ତମ ସର୍ବ ଭାରତୀୟ ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଫି ଉଦ୍ଘା‌ଟିତ । ଅଧିକ ପଢନ୍ତୁ..

_22nd Biju patnaik memorial trophy inaugurated
22ତମ ସର୍ବଭାରତୀୟ ବିଜୁ ପଟ୍ଟନାୟକ ସ୍ମାରକୀ ଟ୍ରଫି ଉଦ୍‌ଘାଟିତ

ବ୍ରହ୍ମଗିରି: 22ତମ ସର୍ବଭାରତୀୟ ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଫି ଉଦଘାଟିତ। କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ପଣସପଦା ହରିହର ବିଦ୍ୟାପୀଠ ଖେଳପଡିଆରେ 22ତମ ସର୍ବ ଭାରତୀୟ ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଫି ଉଦଘାଟିତ ହୋଇଯାଇଛି।

22ତମ ସର୍ବଭାରତୀୟ ବିଜୁ ପଟ୍ଟନାୟକ ସ୍ମାରକୀ ଟ୍ରଫି ଉଦ୍‌ଘାଟିତ

ପ୍ରଥମ ଦିନରେ ରାଜ୍ୟ ଆଇଟି ଓ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ବିଭିନ୍ନ କ୍ରିକେଟ ଟିମ ଯୋଗ ଦେଇଥିଲେ । ପ୍ରଥମ ଦିନରେ ଭୁବନେଶ୍ବର ଓ ଖୋର୍ଦ୍ଧା ମଧ୍ୟରେ ମ୍ୟାଚ ଖେଳାଯାଇଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Last Updated : Mar 19, 2021, 8:55 PM IST

ABOUT THE AUTHOR

...view details