ଓଡିଶା

odisha

ପିଏମ କେୟାର୍ସ-ସିଏମ ଫଣ୍ଡକୁ ଆର୍ଥିକ ସହାୟତା ଦେଲେ ସମାଜସେବୀ

By

Published : Apr 9, 2020, 6:36 PM IST

ସମାଜସେବୀ ପବନ କୁମାର ଅଗ୍ରୱାଲ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା । ଅଧିକ ପଢନ୍ତୁ...

social worker donate money to cm and pm relief fund
ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା ଦେଲେ ସମାଜସେବୀ

ନୂଆପଡା:ନୂଆପଡା ଜିଲ୍ଲା ଖଡ଼ିଆଳ ଅର୍ଣ୍ଣପୂର୍ଣ୍ଣା ସାହିର ସମାଜସେବୀ ପବନ କୁମାର ଅଗ୍ରୱାଲ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 51 ହଜାର ଏବଂ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ 1ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଇଛନ୍ତି । ଖଡ଼ିଆଳ ତହସିଲଦାରଙ୍କ ଜରିଆରେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା ଦେଲେ ସମାଜସେବୀ

କୋଭିଡ-19 ପାଇଁ ଦେଶର ଆର୍ଥିକ ସ୍ଥିତି ଖରାପ ରହିଛି । ଏଭଳି ସମୟରେ ସମାଜସେବୀ ପବନ କୁମାରଙ୍କ ସହାୟତା ଆକ୍ରାନ୍ତଙ୍କ ଚିକିତ୍ସାରେ ଲାଗିବ । ତେବେ ପବନଙ୍କ ଏପରି କାର୍ଯ୍ୟକୁ ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରିଛନ୍ତି ।


ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

ABOUT THE AUTHOR

...view details