ଖୋର୍ଦ୍ଧା:କୋରୋନା ପାଇଁ ଲୋକଙ୍କୁ ସଚେତନ କରି ଔଷଧ ବାଣ୍ଟୁଥିବା ସମୟରେ ହଠାତ୍ ଟଳି ପଡିଲେ ଆଶାକର୍ମୀ । ଖୋର୍ଦ୍ଧା ଜିଲ୍ଲା ଓରବରସିଂ ପଞ୍ଚାୟତର ଆଶାକର୍ମୀ ପୁର୍ନମାସି ବଳିଆର ସିଂହଙ୍କ ମୃତ୍ୟୁ ଘଟିଛି ।
କୋରୋନା ଯୁଦ୍ଧରସେ ଥିଲେ ଗ୍ରାମାଞ୍ଚଳର ସାରଥୀ । କୋରୋନା ପାଇଁ ସଚେତନ କରି ଗ୍ରାମରେ ଔଷଧ ବାଣ୍ଟୁଥିଲେ ପୁର୍ନମାସି । ମାତ୍ର ହଠାତ୍ ଔଷଧ ବାଣ୍ଟିବା ସମୟରେ ସେ ମୂର୍ଚ୍ଛା ହୋଇ ପଡ଼ିଯାଇଥିଲେ ।