ଓଡିଶା

odisha

By

Published : Oct 15, 2020, 10:10 PM IST

ETV Bharat / state

କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗ, ବିଜେଡି ଅଫିସ୍ ସିଲ ପାଇଁ ଥାନାରେ ଏତଲା

କୋରୋନା କଟକଣା ଉଲ୍ଲଙ୍ଘନ ଦର୍ଶାଇ ବିଜେଡି କାର୍ଯ୍ୟାଳୟ ସିଲ କରିବାକୁ ଜଟଣୀ ଥାନାରେ ଅଭିଯୋଗ । ପଢନ୍ତୁ ଅଧିକ......

କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗ, ବିଜେଡି ଅଫିସ୍ ସିଲ ପାଇଁ ଥାନାରେ ଏତଲା
ବିଜେଡି କାର୍ଯ୍ୟାଳୟ ସିଲ କରିବାକୁ ଥାନାରେ ଏତଲା

ଖୋର୍ଦ୍ଧା: କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟକୁ ବିଏମସି ସିଲ କରିବା ପରେ ଆକ୍ସନ ମୁଡରେ ବିଜେପି ।

କୋରୋନା କଟକଣା ଉଲ୍ଲଙ୍ଘନ ଦର୍ଶାଇ ବିଜେଡି କାର୍ଯ୍ୟାଳୟ ସିଲ କରିବାକୁ ଆଜି ଜଟଣୀ ଥାନାରେ ଅଭିଯୋଗ କରିଛି ଜଟଣୀ ବିଜେପି ମହିଳା ମୋର୍ଚ୍ଚା ।

ଜଟଣୀ ବିଜେପି ପାର୍ଥି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବିଶ୍ବରଞ୍ଜନ ବଡଜେନାଙ୍କ ନେତୃତ୍ବରେ ମହିଳା ମାନେ ଜଟଣି ଥାନାରେ ଅଭିଯୋଗ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details