ଓଡିଶା

odisha

By

Published : Jun 24, 2021, 7:31 PM IST

ETV Bharat / state

କେନ୍ଦୁଝରରେ ଶ୍ରୀ ବଳଦେବଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା

କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ଦେବ ସ୍ନାନ ଉତ୍ସବ କୋଭିଡ୍ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ...

Keonjhar-balaram-jew-deba-snana-purnima-held-in-restriction
କେନ୍ଦୁଝରରେ ଶ୍ରୀ ବଳଦେବଜୀଉଙ୍କ ଦେବ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ

କେନ୍ଦୁଝର: ଜିଲ୍ଲାର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ଦେବ ସ୍ନାନ ଉତ୍ସବ କୋଭିଡ୍ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ପାରମ୍ପରିକ ରୀତିନୀତିରେ ଶ୍ରୀଜୀଉଙ୍କୁ ପହଣ୍ଡି କରି ସ୍ନାନ ବେଦୀକୁ ନିଆଯାଇ ସୁଗନ୍ଧିତ ଜଳରେ ଶ୍ରୀ ଜୀଉଙ୍କ ସ୍ନାନ କରାଯାଇ ପୂଜାର୍ଚ୍ଚନା କରାଯାଇଛି ।

କେନ୍ଦୁଝରରେ ଶ୍ରୀ ବଳଦେବଜୀଉଙ୍କ ଦେବ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ

ବିନା ଭକ୍ତରେ ଶ୍ରୀ ଜୀଉଙ୍କ ପରମ୍ପରା ଅନୁଯାୟୀ ତୁଳସୀ ପତ୍ରରେ ହାତୀବେଶ କରାଯାଇଛି । ଏହି କାର୍ଯ୍ୟରେ ଚାଳିଶ ଜଣ ପହଣ୍ଡିଆ ସେବାୟତ ନିୟୋଜିତ ହୋଇଥିଲେ । କୋଭିଡ଼ କଟକଣା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details