ଯାଜପୁର:ଜିଲ୍ଲାର ଧର୍ମଶାଳା ବ୍ଳକ ଗୋକର୍ଣ୍ଣେସ୍ବର ପୀଠ ପରିସରେ ଯାଜପୁର ଯୁବମୋର୍ଚ୍ଚ ପକ୍ଷରୁ ସମୂହ ଯଜ୍ଞ ଓ ଦୀପ ପ୍ରଜ୍ବଳନ । ସୂଚନ ମୁତାବକ ମହାମାରୀ କୋରୋନାରେ ଅକ୍ରାନ୍ତ କେନ୍ଦ୍ରର ଦୁଇ ପ୍ରମୁଖ ମନ୍ତ୍ରୀ ଅମିତ ଶାହା ଓ ଧର୍ମେଦ୍ର ପ୍ରଧାନ ଆଶୁ ଆରୋଗ୍ୟ କାମନା କରି ଏହି ଯଜ୍ଞ କରାଯାଇଥିଲା ।
ଶାହା-ଧର୍ମେନ୍ଦ୍ରଙ୍କ ଆରୋଗ୍ୟ କାମନା କରି ସମୂହ ଦୀପଦାନ
ଜିଲ୍ଲାର ଧର୍ମଶାଳା ବ୍ଳକ ଗୋକର୍ଣ୍ଣେସ୍ବର ପୀଠ ପରିସରେ ଯାଜପୁର ଯୁବମୋର୍ଚ୍ଚ ପକ୍ଷରୁ ସମୂହ ଯଜ୍ଞ ଓ ଦୀପ ପ୍ରଜ୍ବଳନ ।
ଶାହା-ଧର୍ମେନ୍ଦ୍ରଙ୍କ ଆରୋଗ୍ୟତା କାମନା କରି ସମୂହ ଦୀପଦାନ
ବିଜେପିର ଯୁବ ନେତା ଅଯୋଧ୍ୟ ନାଥ ଜେନାଙ୍କ ନେତୃତ୍ବରେ ବହୁ ଯୁବମୋର୍ଚ୍ଚ କାର୍ଯ୍ୟକର୍ତା ଯୋଗ ଦେଇ ଗୋକର୍ଣ୍ଣେସ୍ବର ମନ୍ଦିରର ବାବା ଶିବଙ୍କ ପାଖେ ଯଜ୍ଞ ଓ ଦୀପ ଦାନ କରିଥିଲେ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ