ଓଡିଶା

odisha

By

Published : Feb 3, 2020, 11:57 PM IST

ETV Bharat / state

ବକେୟା ଦରମା ଦାବିରେ ଶ୍ରମିକଙ୍କ ବିକ୍ଷୋଭ

3 ମାସର ବକେୟା ଦରମା ଦାବିରେ କଳିଙ୍ଗନଗର ନୀଳାଚଳ ଇସ୍ପାତ ନିଗମ କାରଖାନା ସମ୍ମୁଖରେ ବିକ୍ଷୋଭ କରିଛନ୍ତି ଶ୍ରମିକ । ଅଧିକ ଖବର ପଢନ୍ତୁ...

Ninl plant strike
ବକେୟା ଦରମା ଦାବୀରେ ଶ୍ରମିକଙ୍କ ବିକ୍ଷୋଭ

ଯାଜପୁର: ଜିଲ୍ଲାର କଳିଙ୍ଗନଗର ନୀଳାଚଳ ଇସ୍ପାତ ନିଗମ କାରଖାନାରେ ଶ୍ରମିକଙ୍କ ବିକ୍ଷୋଭ । 3 ମାସର ବକେୟା ଦରମା ଦାବିରେ କଳିଙ୍ଗନଗର ନୀଳାଚଳ ଇସ୍ପାତ ନିଗମ କାରଖାନା ସମ୍ମୁଖରେ ଶ୍ରମିକ ବିକ୍ଷୋଭ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ବରିଷ୍ଠ ପଦାଧିକାରୀ ପହଞ୍ଚି କର୍ମଚାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି।

ବକେୟା ଦରମା ଦାବୀରେ ଶ୍ରମିକଙ୍କ ବିକ୍ଷୋଭ

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details