ଓଡିଶା

odisha

ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା, ରାଜରାସ୍ତାକୁ ଓହ୍ଲାଇଲେ ପ୍ରବାସୀ ଓଡ଼ିଆ

By

Published : Jun 3, 2020, 11:28 PM IST

ସଙ୍ଗରୋଧ କେନ୍ଦ୍ର ଅବ୍ୟବସ୍ଥାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ପ୍ରବାସୀ ଓଡ଼ିଆ । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ କ୍ଷତ୍ରିୟବରପୁର ସରକାରୀ ଉଚ୍ଚବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ ରାଜରାସ୍ତା ଅବରୋଧ କଲେ ପ୍ରବାସୀ ଓଡ଼ିଆ । ଅଧିକ ପଢନ୍ତୁ...

Quentin center problem in bhanjanagar
ସଙ୍ଗରୋଧ କେନ୍ଦ୍ର ଅବ୍ୟବସ୍ଥାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ପ୍ରବାସୀ ଓଡ଼ିଆ

ଭଞ୍ଜନଗର: ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ପ୍ରବାସୀ ଓଡ଼ିଆ । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ କ୍ଷତ୍ରିୟବରପୁର ସରକାରୀ ଉଚ୍ଚବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ ରାଜରାସ୍ତା ଅବରୋଧ କଲେ ପ୍ରବାସୀ ଓଡ଼ିଆ ।

ସଙ୍ଗରୋଧ କେନ୍ଦ୍ର ଅବ୍ୟବସ୍ଥାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ପ୍ରବାସୀ ଓଡ଼ିଆ

ଏହି ସଙ୍ଗରୋଧ କେନ୍ଦ୍ରରେ 104 ଅନ୍ତେବାସୀ ରହୁଥିବାବେଳେ ସେମାନଙ୍କୁ ଖାଇବା ଠାରୁ ଆରମ୍ଭ କରି ପଟି ବେଡ଼ସିଟ ଆଦି ଦିଆଯାଇନଥିବା ଅଭିଯୋଗ କରିଛନ୍ତି ଅନ୍ତେବାସୀ । ଯାହାକୁ ନେଇ ଭଞ୍ଜନଗର ବ୍ରହ୍ମପୁର ରାସ୍ତାକୁ ବନ୍ଦ କରି ରାସ୍ତା ଉପରେ ବସି ରହିଥିଲେ ପ୍ରବାସୀ ଓଡିଆ ।

ଏହି ଅବରୋଧ କାରଣରୁ ଉଭୟ ପାଶ୍ୱରେ ବହୁ ଯାନବାହାନ ଅଟକି ରହିଥିଲା । ଖବର ପାଇ ଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଂଚି ଥିବାବେଳେ ବେଲଗୁଣ୍ଠା ବିଡ଼ିଓ ଆସି ଅନ୍ତେବାସୀଙ୍କୁ ବୁଝାସୁଝା କରି ସଙ୍ଗରୋଧ କେନ୍ଦ୍ରକୁ ନେଇଥିଲେ । ଏଥିସହ ଆଗକୁ କିପରି କୌଣସି ସମସ୍ୟା ନ ହେବ ସେନେଇ ଆଲୋଚନା କରିଥିଲେ

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ABOUT THE AUTHOR

...view details