ଗଜପତି: ଗାରାବନ୍ଧ ଥାନା ଅନ୍ତର୍ଗତ ରାଉତପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି ।
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: 2 ମୃତ, 2 ଗୁରୁତର
ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ଅଛନ୍ତି । ଦୁଇମୃତ ବାଇକ୍ ଆରୋହୀ ପଡୋଶୀ ଆନ୍ଧ୍ରପ୍ରଦେଶର ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ମୃତ ଦୁଇ ଗୁରୁତର
ଏହି ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ଅଛନ୍ତି । ଦୁଇମୃତ ବାଇକ୍ ଆରୋହୀ ପଡୋଶୀ ଆନ୍ଧ୍ରପ୍ରଦେଶର ହୋଇଥିବା ଜଣାପଡିଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ