ଓଡିଶା

odisha

By

Published : Jun 27, 2020, 3:01 AM IST

ETV Bharat / state

ଅଦରକାରୀ ବିଭାଗ ପାଲଟିଛି ବୌଦ୍ଧ ଅବକାରୀ ବିଭାଗ !

ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଚୋରା ମାଦକ ଦ୍ରବ୍ୟ ଚାଲାଣ ନିରୋଧ ଦିବସ । ତେବେ ଏହା ଧର୍ମକୁ ଆଖିଠାର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

People of Boudh not happy with excise dept.'s work
ଅଦରକାରୀ ବିଭାଗ ପାଲଟିଛି ବୌଦ୍ଧ ଅବକାରୀ ବିଭାଗ !

ବୌଦ୍ଧ: ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଚୋରା ମାଦକ ଦ୍ରବ୍ୟ ଚାଲାଣ ନିରୋଧ ଦିବସ । ତେବେ ଏହା ଧର୍ମକୁ ଆଖିଠାର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଅଦରକାରୀ ବିଭାଗ ପାଲଟିଛି ବୌଦ୍ଧ ଅବକାରୀ ବିଭାଗ !

ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରା ରନ୍ଧା ମଦ ଓ ଗଞ୍ଜେଇ ବେପାର । ଏହି ବେଆଇନ କାର୍ଯ୍ୟ ସମ୍ପର୍କରେ ଅବକାରୀ ବିଭାଗ ସବୁକିଛି ଜାଣି ମଧ୍ୟ ଚୁପ ବସିଛି।

ଅଦରକାରୀ ବିଭାଗ ପାଲଟିଛି ବୌଦ୍ଧ ଅବକାରୀ ବିଭାଗ !

କେବଳ ଲକଡାଉନ ସମୟରେ ବୌଦ୍ଧ ପୋଲିସ ଓ ଜଙ୍ଗଲ ବିଭାଗ ବ୍ୟାପକ ରନ୍ଧା ମଦ ସହିତ ଶହ ଶହ କ୍ବିଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ସଫଳ ହୋଇଥିଲା । ମାତ୍ର ଅବକାରୀ ବିଭାଗ ବିଭିନ୍ନ ସ୍ଥାନରୁ କେବଳ ବଟି ଆଦାୟ କରି ପକେଟ ଗରମ କରିବାରେ ବ୍ୟସ୍ତ ଥିବା ଅଭିଯୋଗ ହୋଇଛି । ପରିସ୍ଥିତି ଏପରି ହୋଇଛି ଯେ, ମାସ ମାସ ଧରି ଅବକାରୀ ବିଭାଗର ହାତରେ କିଛି ଲିଟର ମଦକୁ ଛାଡି କୌଣସି କେସ ନଥିବାରୁ କର୍ମଚାରୀ ହାତ ବାନ୍ଧି ବସିଛନ୍ତି । ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details