ଓଡିଶା

odisha

By

Published : Apr 14, 2021, 3:38 PM IST

ETV Bharat / state

ଅନଲାଇନ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

ବାଲେଶ୍ଵର ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଅନଲାଇନ ପରୀକ୍ଷା ପାଇଁ ଦାବି କରି କଲେଜ ଆଗରେ ଧାରଣା ଦେଇଛନ୍ତି । କଲେଜର ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ ତୃତୀୟ ସେମିଷ୍ଟାର ପରୀକ୍ଷା ଅଫଲାଇନ ବଦଳରେ ଅନଲାଇନ ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ଅନଲାଇନ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା
ଅନଲାଇନ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

ବାଲେଶ୍ଵର :ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଅନଲାଇନ ପରୀକ୍ଷା ପାଇଁ ଦାବି କରି କଲେଜ ଆଗରେ ଧାରଣା ଦେଇଛନ୍ତି । କଲେଜର ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ ତୃତୀୟ ସେମିଷ୍ଟାର ପରୀକ୍ଷା ଅଫଲାଇନ ବଦଳରେ ଅନଲାଇନ ପାଇଁ ଦାବି କରିଛନ୍ତି ।

ଅନଲାଇନ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

ବର୍ତ୍ତମାନ କରୋନା ଦ୍ଵିତୀୟ ଲହର ଆସିଥିବାବେଳେ ଅଫଲାଇନ ପରୀକ୍ଷା ହେଲେ କରୋନା ସଂକ୍ରମଣ ବୃଦ୍ଧି ପାଇବ ବୋଲି ଛାତ୍ରଛାତ୍ରୀ ଭୟଭୀତ ଅଛନ୍ତି । ଏଥିପାଇଁ ଅନଲାଇନ ପରୀକ୍ଷା କରିବା ପାଇଁ ଦାବି ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details