ଓଡିଶା

odisha

By

Published : Jan 28, 2021, 7:30 PM IST

ETV Bharat / sports

ଡାଡି ଡ୍ୟୁଟିରେ ହାର୍ଦ୍ଦିକ, ଅଗସ୍ତ୍ୟା ପାଣ୍ଡ୍ୟାଙ୍କ ପ୍ରଥମ ବିମାନ ଯାତ୍ରା

ଟିମ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏବେ ଡାଡି ଡ୍ୟୁଟିରେ ବ୍ୟସ୍ତ ଅଛନ୍ତି । ଅଧିକ ପଢନ୍ତୁ...

My boy's first flight: Hardik shares photo with son Agastya
ଡାଡି ଡ୍ୟୁଟିରେ ହାର୍ଦ୍ଦିକ, ଅଗସ୍ତ୍ୟା ପାଣ୍ଡ୍ୟାଙ୍କ ପ୍ରଥମ ବିମାନ ଯାତ୍ରା

ଚେନ୍ନାଇ:ଟିମ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏବେ ଡାଡି ଡ୍ୟୁଟିରେ ବ୍ୟସ୍ତ ଅଛନ୍ତି । ଗୁରୁବାର ସୋସିଆଲ ମିଡିଆରେ ପୁଅ ଅଗସ୍ତ୍ୟାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି ପାଣ୍ଡ୍ୟା ।

ପୁଅକୁ ଧରି ପାଣ୍ଡ୍ୟା ବିମାନରେ ବସିଥିବାର ଏକ ଫଟୋ ସେ ଟ୍ବିଟ କରିଛନ୍ତି । ଲେଖିଛନ୍ତି, 'ମୋ ପୁଅର ପ୍ରଥମ ବିମାନଯାତ୍ରା' ।

ପାଣ୍ଡ୍ୟା ଶେଷରେ ଟେଷ୍ଟ ସ୍କ୍ବାଡକୁ କମବ୍ୟାକ୍‌ କରିଛନ୍ତି । ଇଂଲଣ୍ଡ ବିପକ୍ଷରେ ବର୍ଷ 2018ରେ ସାଉଥଂପଟନରେ ଶେଷ ଥର ପାଇଁ ଟେଷ୍ଟ ମ୍ୟାଚ ଖେଳିଥିଲେ ପାଣ୍ଡ୍ୟା ।

ଏଯାବତ ହାର୍ଦ୍ଦିକ 11ଟି ଟେଷ୍ଟରୁ 532 ରନ ସଂଗ୍ରହ କରିଥିବାବେଳେ, 17 ୱିକେଟ ଅକ୍ତିଆର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details