ଓଡିଶା

odisha

By

Published : Feb 21, 2020, 8:29 AM IST

ETV Bharat / sports

ମହିଳା ଟି-20 ବିଶ୍ବକପ: ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଲଢେଇ

ଆଜିଠୁ ଆମ୍ଭ ହେଉଛି ଆଇସିସି ମହିଳା ଟି-20 ବିଶ୍ବକପ । ଭାରତୀୟ ଦଳ ପ୍ରଥମ ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ ।

ICC Women's World Cup
ମହିଳା ଟି-20 ବିଶ୍ବକପ

ମେଲବୋର୍ଣ୍ଣ: ଆଜିଠୁ ଆରମ୍ଭ ହେଉଛି ଆଇସିସି ମହିଳା ଟି-20 ବିଶ୍ବକପ । ଭାରତୀୟ ଦଳ ପ୍ରଥମ ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ । ହରମନପ୍ରିତ କୌରଙ୍କ ନେତୃତ୍ବରେ ଭାରତୀୟ ଦଳ ବେଶ ଶକ୍ତିଶାଳୀ ରହିଛି । ଫଳରେ ନୋଟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି ମହିଳା ଭାରତୀୟ ଦଳ ।

ମହିଳା ଟି-20 ବିଶ୍ବକପ

ସ୍ମୃତି ମାନ୍ଧାନା, ଜେମିମ୍ମା ରୋଡ୍ରିଗ୍ୟୁସ, ହରମନପ୍ରିତ କୌର, ବେଦା କ୍ରୀଷ୍ଣାମୂର୍ତ୍ତୀ, ତାନିଆ ଭାଟିଆଙ୍କୁ ନେଇ ଭାରତୀୟ ବ୍ୟାଟିଂ ଲାଇନଅପ ଦମଦାର ରହିଛି । ବୋଲିଂରେ ମଧ୍ୟ ଦଳ କମାଲ କରିବା ନେଇ ଲକ୍ଷ୍ୟ ରଖିଛି । ଭାରତୀୟ ଦଳ ପ୍ରତିଟି ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ କରିବ କହିଛନ୍ତି କ୍ୟାପଟେନ ହରମନପ୍ରିତ କୌର ।

ମହିଳା ଟି-20 ବିଶ୍ବକପ

ଅଷ୍ଟ୍ରେଲିଆ ଟିମ: ମେଗ ଲାନିଙ୍ଗ(କ୍ୟାପଟେନ), ଇରିନ ବର୍ଣ୍ଣସ, ନିକୋଲାସ କେରୀ, ଅସଲେ ଗାର୍ଡନର, ରାକଲ ହେଇନସ(ଭାଇସ- କ୍ୟାପଟେନ), ଏଲସ ହେଲି(ୱିକେଟ କିପର), ଜେସ ଜୋନାସନ, ଡେଲିସା କିମିନ୍ସ, ସୋଫି ମୋଲି ନିୟକ୍ସ, ବେଥ ମୋନି, ଏଲିସ ପେରୀ, ମେଗାନ ସ୍କଟ, ଆନାବେଲ ସୁଦରଲାଣ୍ଡ, ତାୟଲା ଭ୍ଳାଏମିନକ, ଗର୍ଗିଆ ୱାରେହମ ।

ଭାରତୀୟ ଟିମ: ହରମନପ୍ରିତ କୌର( କ୍ୟାପଟେନ), ତାନିଆ ଭାଟିଆ(ୱିକେଟ କିପର), ହେରଲେନ ଦେଓଲ, ରାଜେଶ୍ବରୀ ଗାଏକ୍ବାଡ, ରିଚା ଘୋଷ, ବେଦା କ୍ରୀଷ୍ଣାମୂର୍ତ୍ତୀ, ସ୍ମୃତି ମାନ୍ଧାନା, ଶିଖା ପାଣ୍ଡେ, ଅରୁନ୍ଧତୀ ରେଡ୍ଡି, ଜେମିମ୍ମା ରୋଡ୍ରିଗ୍ୟୁସ, ଦିପ୍ତି ଶର୍ମା, ପୂଜା ବସ୍ତ୍ରକର, ଶେଫାଳି ବର୍ମା, ପୁନମ ଯାଦବ, ରାଧା ଯାଦବ ।

ମହିଳା ଟି-20 ବିଶ୍ବକପ

ABOUT THE AUTHOR

...view details