ଓଡିଶା

odisha

By

Published : Feb 26, 2021, 10:27 PM IST

ETV Bharat / sitara

ବଲିଉଡରେ ଡେବ୍ୟୁ କରିବେ ପଲକ !

ଟେଲିଭିଜନର ଜଣାଶୁଣା ଅଭିନେତ୍ରୀ ଶ୍ବେତା ତିୱାରୀଙ୍କ ଝିଅ ପଲକ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ...

rosie-shweta-tiwaris-daughter-palak-tiwari-makes-debut-opposite-vivek-oberoi
ବଲିଉଡରେ ଶ୍ବେତା ତିୱାରୀଙ୍କ ଝିଅ ପଲକଙ୍କ ଡେବ୍ୟୁ !

ନୂଆଦିଲ୍ଲୀ : ଟେଲିଭିଜନର ଜଣାଶୁଣା ଅଭିନେତ୍ରୀ ଶ୍ବେତା ତିୱାରୀଙ୍କ ଝିଅ ପଲକ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ବିଶ୍ରାଲ ମିଶ୍ରଙ୍କ ଫିଲ୍ମ ରୋଜିରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏବେ ଏହାର ସୁଟିଂ କାମ ଚାଲିଛି ।

ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ବିଟ କରି ଏହାର ସୂଚନା ଦେଇଛନ୍ତି । ଫିଲ୍ମର ନିର୍ମାଣ ମନ୍ଦିରା ଏଣ୍ଟରଟେନମେଣ୍ଟ, ବିବେକ ଓବରୟ ମେଗା ଏଣ୍ଟରଟେନମେଣ୍ଟ ଏବଂ ପ୍ରେରଣା ଭି ଆରୋରା ବ୍ୟାନରରେ ନିର୍ମାଣ ହେଉଛି ।

ପ୍ରକାଶ ଥାଉ ଯେ, ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ପଲକ ଏକ ବିଜ୍ଞାପନରେ ମଧ୍ୟ ନଜର ଆସିଥିଲେ ।

ABOUT THE AUTHOR

...view details