ଓଡିଶା

odisha

By

Published : Apr 28, 2020, 8:08 PM IST

ETV Bharat / sitara

ଲକଡାଉନ ଡାଏରୀ: ଡାନିଏଲଙ୍କ ସହ ଡେଟର ମଜା ନେଉଛନ୍ତି ସନ୍ନି

ଲକଡାଉନ ସମୟରେ ଅଭିନେତ୍ରୀ ସନ୍ନି ଲିଓନି ସ୍ୱାମୀ ଡାନିଏଲଙ୍କ ସହ ଘରର ଡାଇନିଂ ରୁମରେ ଡେଟର ମଜା ନେଉଛନ୍ତି । ଯାହାର ଫଟୋ ସନ୍ନି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

lockdown diaries sunny leone date night ditty
ଲକଡାଉନ ଡାଏରୀ : ସ୍ୱାମୀ ଡାନିଏଲଙ୍କ ସହ ନାଇଟ ଡେଟର ମଜା ନେଉଛନ୍ତି ସନ୍ନି

ମୁମ୍ବାଇ: କୋରୋନାଭାଇରସ ଯୋଗୁଁ ସମଗ୍ର ଦେଶରେ ଲକଡାଉନ ପଡିଛି । ଏହି ସମୟରେ ସମସ୍ତ ବଲିଉଡ ସେଲିବ୍ରିଟିମାନେ ତାଙ୍କ ପରିବାର ସହିତ ଘରେ ସମୟ ବିତାଉଛନ୍ତି ।

ଏହି ସମୟରେ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ସ୍ୱାମୀ ଡାନିଏଲଙ୍କ ସହ ଘରର ଡାଇନିଂ ରୁମରେ ନାଇଟ ଡେଟର ମଜା ନେଉଛନ୍ତି । ସନ୍ନି ଏହି ନାଇଟ ଡେଟର ଫଟୋ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ସନ୍ନି ରେଡ ଓ୍ବାଇନର ଆନନ୍ଦ ନେଉଛନ୍ତି ।

ଏହି ଫଟୋର କ୍ୟାପସନରେ ସନ୍ନି ଲେଖିଛନ୍ତି ଯେ, ଡାନିଏଲ କେ ସାଥ ଡେଟ ନାଇଟ, ଘରକେ ଡାଇନିଂ ରୁମ ମେ ।

ଲକଡାଉନ ଡାଏରୀ : ସ୍ୱାମୀ ଡାନିଏଲଙ୍କ ସହ ନାଇଟ ଡେଟର ମଜା ନେଉଛନ୍ତି ସନ୍ନି

ସନ୍ନି ନିକଟରେ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ । ଯେଉଁଥିରେ ସନ୍ନି ହାଇକଟ ଲିଓଟାର୍ଡ ଡ୍ରେସ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । 2011ରେ ସନ୍ନି ଡାନିଏଲଙ୍କୁ ବିବାହ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details