ମୁମ୍ବାଇ: ଜିଓୋରର୍ଜିଆ ଆଣ୍ଡ୍ରରିଆନି ଏବଂ ଅରବାଜ ଖାନଙ୍କ ଉଭୟ ନିଜ ସମ୍ପର୍କକୁ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି । ଏହି ସମୟରେ, ଜିଓୋରର୍ଜିଆ ଆଣ୍ଡ୍ରରିଆନି ଏକ ସାକ୍ଷାତକାରରେ ଅରବାଜ ଖାନଙ୍କ ସହ ତାଙ୍କ ବିବାହ ବିଷୟରେ ପଚାରାଯାଇଥିଲା । ଜିଓୋରର୍ଜିଆ ଏହାକୁ ଗୁଜବ କହିଥିଲେ । ଯେତେବେଳେ ସବୁକିଛି ନିଶ୍ଚିତ ହେବ, ଆମେ ଏହାକୁ ନିଜେ ଆପଣ ସମସ୍ତଙ୍କୁ ଜଣାଇଦେବୁ ।
ଜିଓୋରର୍ଜିଆ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଆପଣ ଇଣ୍ଡଷ୍ଟ୍ରିରେ ବହୁତ ପ୍ରସିଦ୍ଧ ବ୍ୟକ୍ତିଙ୍କ ସହିତ ବନ୍ଧୁତା ରଖନ୍ତି ,ସେତେବେଳେ ଏମିତି ବହୁତ କିଛି କଥା ଶୁଣିବାକୁ ମିଳେ ।