ହାଇଦ୍ରାବାଦ: ଅଭିନେତ୍ରୀ ଦୀପିକା ପାଦୁକୋନ ପାଳନ କରୁଛନ୍ତି ନିଜର 34ତମ ଜନ୍ମଦିନ । ଏହି ଅବସରରେ ନିଜ ପତି ରଣବୀର ସିଂହଙ୍କ ସହ ଏୟାରପୋର୍ଟରେ ଜନ୍ମଦିନର କେକ୍ କାଟୁଥିବାର ନଜର ଆସିଥିଲେ । ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍ କରାଯାଇଛି ।
ରଣବୀରଙ୍କ ସହ ଏୟାରପୋର୍ଟରେ କେକ୍ କାଟିଲେ ଦୀପିକା
ଅଭିନେତ୍ରୀ ଦୀପିକା ପାଦୁକୋନ ପାଳନ କରୁଛନ୍ତି ନିଜର 34ତମ ଜନ୍ମଦିନ । ଏହି ଅବସରରେ ନିଜ ପତି ରଣବୀର ସିଂହଙ୍କ ସହ ଏୟାରପୋର୍ଟରେ ଜନ୍ମଦିନର କେକ୍ କାଟୁଥିବାର ନଜର ଆସିଥିଲେ । ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍ କରାଯାଇଛି ।
ରଣବୀରଙ୍କ ସହ ଏୟାରପୋର୍ଟରେ କେକ୍ କାଟିଲେ ଦୀପିକା
ରବିବାର ଦୀପିକା 34 ବର୍ଷରେ ପାଦ ଦେଇଛନ୍ତି । ଭିଡିଓରେ ପ୍ରଥମେ ଦୀପିକା ଓ ରଣବୀର ଏୟାରପୋର୍ଟ ଅଭିମୁଖେ ଯାଇଥିଲେ । ସେଠାରେ ସେ ରଣବୀରଙ୍କ ସହ ନିଜ ଜନ୍ମଦିନର କେକ୍ କାଟିଥିଲେ । ତେବେ ଦୀପିକା ଆଗକୁ ‘ଛପାକ୍’ ଫିଲ୍ମରେ ନଜର ଆସିବେ । ଏସିଡ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ କାହାଣୀରେ ନଜର ଆସିବେ ଦୀପିକା । ଫିଲ୍ମଟି ଜାନୁଆରୀ 10ରେ ପରଦାକୁ ଆସିବ ।