ବ୍ରାସିଲା: ବ୍ରାଜିଲରେ ବଢୁଛି ଆତ୍ମଘାତୀ କୋରୋନାର କାୟା । ଗତ 24 ଘଣ୍ଟା ସାମ୍ନାକୁ ଆସିଲା 2917 ନୂଆ କୋରୋନା ମାମଲା । ବର୍ତ୍ତମାନ ମୋଟ ଆକ୍ରାନ୍ତ ସଂଖ୍ୟା 36 ହଜାର 599 ରେ ପହଞ୍ଚି କୋରୋନା ସଂଖ୍ୟା । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ 2340 ରହିଛି ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଶୁକ୍ରବାର ସୁଦ୍ଧା ଦେଶରେ କୋରୋନା ମାମଲା 33,682 ସହ 2141 ଜଣଙ୍କ ଜୀବନ ଯାଇଥିଲା । ଶନିବାର ସୁ୍ଦ୍ଧା ଏଥିରେ 6.4 ପ୍ରତିଶତିକୁ ବୃଦ୍ଧିକୁ ଘଟିଛି ।