ଓଡିଶା

odisha

ଶ୍ରୀଜିଉଙ୍କ ସୁନାବେଶ ସମ୍ପନ୍ନ

By

Published : Jul 21, 2021, 3:22 PM IST

Updated : Jul 21, 2021, 10:19 PM IST

ଶ୍ରୀଜିଉଙ୍କ ସୁନାବେଶ ସମ୍ପନ୍ନ
ଶ୍ରୀଜିଉଙ୍କ ସୁନାବେଶ ସମ୍ପନ୍ନ

21:09 July 21

ଶ୍ରୀଜିଉଙ୍କ ସୁନାବେଶ ସମ୍ପନ୍ନ

ଶ୍ରୀଜିଉଙ୍କ ସୁନାବେଶ ସମ୍ପନ୍ନ

ପ୍ରତୀକ୍ଷାର ଅନ୍ତ ଘଟି ଅତ୍ୟନ୍ତ ଭକ୍ତିମୟ ପରିବେଶ ମଧ୍ୟରେ ତିନି ରଥ ଉପରେ ଠାକୁରମାନଙ୍କର ମନୋରମ ସୁନାବେଶ ସମ୍ପନ୍ନ ହୋଇଅଛି । 
 

19:19 July 21

ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି  । ମହଣ ମହଣ ସୁନା ଲାଗି ହୋଇଛି ବିଗ୍ରହଙ୍କ ଶ୍ରୀଅଙ୍ଗରେ  । 

18:18 July 21

ଚାଲିଛି ଶ୍ରୀଜିଉଙ୍କ ସୁନାବେଶ, ବର୍ଷାରେ ଭିଜୁଛି ଶ୍ରୀକ୍ଷେତ୍ର

ରଥ ଉପରେ ଚାଲିଛି ମହାପ୍ରଭୁଙ୍କ ସୁନାବେଶ  । ପ୍ରବଳ ବର୍ଷା ଭିଜୁଛି ଶ୍ରୀକ୍ଷେତ୍ର  । 

17:46 July 21

ମହାପ୍ରଭୁଙ୍କୁ ଲାଗି ହେଉଛି ୧୩୮ ପ୍ରକାର ସୁବର୍ଣ୍ଣ ଅଳଙ୍କାର

ମହାପ୍ରଭୁଙ୍କୁ ଲାଗି ହେଉଛି ୧୩୮ ପ୍ରକାଶ ସୁବର୍ଣ୍ଣ ଅଳଙ୍କାର

ରଥ ଉପରେ ତିନି ଠାକୁରଙ୍କ ସୁନାବେଶ  । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଛି ୧୩୮ ପ୍ରକାର ସୁବର୍ଣ୍ଣ ଅଳଙ୍କାର  । 

17:31 July 21

ସ୍ବର୍ଣ୍ଣ ଅଳଙ୍କାରରେ ଭୂଷିତ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ସ୍ବର୍ଣ୍ଣ ଅଳଙ୍କାରରେ ଭୂଷିତ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ସ୍ବର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ ହୋଇ ଦର୍ଶନ ଦେଉଛନ୍ତି ପ୍ରଭୁ ବଳଭଦ୍ର ଓ ମାଆ ସୁଭଦ୍ରା  । ରଥ ଉପରେ ସଜେଇ ହେଉଛନ୍ତି ମହାପ୍ରଭୁ  ।

17:13 July 21

ସିଂହଦ୍ବାର ସାମ୍ନାରେ ଚାଲିଛି ଶ୍ରୀଜିଉଙ୍କ ସୁନାବେଶ

ସିଂହଦ୍ବାର ସାମ୍ନାରେ ଚାଲିଛି ଶ୍ରୀଜିଉଙ୍କ ସୁନାବେଶ  ।  ମହଣ ମହଣ ସୁନାରେ ସଜ୍ଜିତ ହେଉଛନ୍ତି ମହାପ୍ରଭୁ  । ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥା କଡାକଡି  ।

16:06 July 21

ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ନୀତିକାନ୍ତି ଆରମ୍ଭ

ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ନୀତିକାନ୍ତି ଆରମ୍ଭ

ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ପାଇଁ ଆରମ୍ଭ ହେଲା ନୀତିକାନ୍ତି

15:05 July 21

ଶ୍ରୀବିଗ୍ରହମାନଙ୍କ ପବିତ୍ର ମହାସ୍ନାନ ନୀତି ସମ୍ପନ୍ନ

ସେବାୟତମାନଙ୍କ ମନ୍ତ୍ରପାଠ ମଧ୍ୟରେ ତିନି ରଥରେ ଶ୍ରୀବିଗ୍ରହମାନଙ୍କ ପବିତ୍ର ମହାସ୍ନାନ ନୀତି ସମ୍ପନ୍ନ ହୋଇଛି । 
 

Last Updated : Jul 21, 2021, 10:19 PM IST

ABOUT THE AUTHOR

...view details