ଓଡିଶା

odisha

By

Published : May 1, 2021, 9:54 PM IST

ETV Bharat / city

ଅସହାୟଙ୍କ ପେଟକୁ ଦାନା ଯୋଗାଇଲେ ଦୁଇ ଭଉଣୀ ଚିଙ୍କି-ଲିଙ୍କି

କୋରୋନା ସଂକ୍ରମଣରେ ବ୍ରେକ ଲଗାଇବାକୁ ରାଜ୍ୟ ସରକାର ସପ୍ତାହାନ୍ତ ସଟଡାଉନ ଘୋଷଣା କରିଛନ୍ତି । ଏହାରି ମଧ୍ୟରେ ଅନେକ ଭୋକିଲା ଅସହାୟ ଲୋକଙ୍କ ପେଟକୁ ଦାନା ବାଣ୍ଟିଛନ୍ତି କଟକର ଦୁଇ ଭଉଣୀ ଚିଙ୍କି ଓ ଲିଙ୍କି । ଅଧିକ ପଢନ୍ତୁ...

ଅସହାୟଙ୍କ ପେଟକୁ ଦାନା ଯୋଗାଇଲେ ଦୁଇ ଭଉଣୀ ଚିଙ୍କି ଓ ଲିଙ୍କି
ଅସହାୟଙ୍କ ପେଟକୁ ଦାନା ଯୋଗାଇଲେ ଦୁଇ ଭଉଣୀ ଚିଙ୍କି ଓ ଲିଙ୍କି

କଟକ: ଅସହାୟଙ୍କ ପେଟକୁ ଦାନା ଯୋଗାଇଲେ ଚିଙ୍କି ଓ ଲିଙ୍କି । କୋରୋନା ସଂକ୍ରମଣରେ ବ୍ରେକ ଲଗାଇବାକୁ ରାଜ୍ୟ ସରକାର ସପ୍ତାହାନ୍ତ ସଟଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ଜରୁରୀକାଳୀନ ସେବାକୁ ଛାଡିଲେ ଦୋକାନ ବଜାର ବନ୍ଦ କରାଯାଇଛି । ତେବେ ଏହାରି ମଧ୍ୟରେ ଅନେକ ଭୋକିଲା ଅସହାୟ ଲୋକଙ୍କ ପେଟକୁ ଦାନା ବାଣ୍ଟିଛନ୍ତି କଟକର ଦୁଇ ଭଉଣୀ ଚିଙ୍କି ଓ ଲିଙ୍କି ।

ଅସହାୟଙ୍କ ପେଟକୁ ଦାନା ଯୋଗାଇଲେ ଦୁଇ ଭଉଣୀ ଚିଙ୍କି ଓ ଲିଙ୍କି

ଏକ ଗାଡିରେ ଶୁଖିଲା ଖାଦ୍ୟ ଚୁଡା, ପାଉଁରୁଟି, ପାଣି ଓ ବିସ୍କୁଟ ଆଣି ଏହି ଦୁଇ ଭଉଣୀ ଗରିବ ଲୋକଙ୍କୁ ବାଣ୍ଟିଛନ୍ତି । ଗତ ଲକଡାଉନରେ ମଧ୍ୟ ଏପରି ମହତ୍ କାର୍ଯ୍ୟ କରି ପ୍ରଶଂସା ସାଉଁଟିଥିଲେ ଏହି ଦୁଇ ଭଉଣୀ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details