ଓଡିଶା

odisha

By

Published : Sep 17, 2020, 12:22 PM IST

ETV Bharat / city

ଛାତ୍ର କଂଗ୍ରେସ ପକ୍ଷରୁ ନିଆରା ଢଙ୍ଗରେ ମୋଦିଙ୍କ ଜନ୍ମଦିବସ ପାଳନ

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ କଟକ ଛାତ୍ର କଂଗ୍ରେସ ପକ୍ଷରୁ ବେରୋଜଗାର ଦିବସ ପାଳନ କରାଯାଉଛି । ଅଧିକ ପଢନ୍ତୁ...

ଛାତ୍ର କଂଗ୍ରେସ ପକ୍ଷରୁ ନିଆରା ଢଙ୍ଗରେ ମୋଦିଙ୍କ ଜନ୍ମଦିବସ ପାଳନ
ଛାତ୍ର କଂଗ୍ରେସ ପକ୍ଷରୁ ନିଆରା ଢଙ୍ଗରେ ମୋଦିଙ୍କ ଜନ୍ମଦିବସ ପାଳନ

କଟକ: ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ। ହେଲେ ଏହି ଜନ୍ମ ଦିବସକୁ ନିଆରା ଢଙ୍ଗରେ ବେରୋଜଗାର ଦିବସ ପାଳନ କରିଛି ଛାତ୍ର କଂଗ୍ରେସ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ।

ଏକ ଷ୍ଟଲ କରି ସେଠାରେ ଚା' ବିକ୍ରି କରି ପ୍ରତିବାଦ କରିଛି ଛାତ୍ର କଂଗ୍ରେସ। ନିର୍ବାଚନ ପୂର୍ବରୁ ମୋଦି ରୋଜଗାର କୁ ନେଇ ଯାହା ପ୍ରତିଶୃତି ଦେଇଥିଲେ ତାହା ପାଳନ କରିନାହାନ୍ତି। ବରଂ ଅନେକ ଯୁବକ ବେରୋଜଗାରୀ ହୋଇପଡିଛନ୍ତି । ତେବେ ମୋଦିଙ୍କୁ ଦେଶରୁ ହଟାଇବାକୁ ସଚେତନ କରାଯିବ ବୋଲି ଛାତ୍ର କଂଗ୍ରେସ କହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details