ଓଡିଶା

odisha

By

Published : Mar 31, 2022, 4:29 PM IST

Updated : Mar 31, 2022, 4:55 PM IST

ETV Bharat / city

ତେଲ ଦରକୁ ତାଳ ଦେଇ ବଢିଲା ବସ୍ ଭଡା

ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ବସ୍ ଭଡା ବୃଦ୍ଧି କଲେ ବସ୍ ମାଲିକ ସଙ୍ଘ । ଅଧିକ ପଢନ୍ତୁ

ତେଲ ଦରକୁ ତାଳ ଦେଇ ବଢିଲା ବସ୍ ଭଡା
ତେଲ ଦରକୁ ତାଳ ଦେଇ ବଢିଲା ବସ୍ ଭଡା

କଟକ: ପୁଣି ବଢିଲା ବସ୍ ଭଡା । ତୈଳ ଦର ବଢୁଥିବାରୁ ରାଜ୍ୟରେ ବସ୍ ଭଡ଼ା ବୃଦ୍ଧି ପାଇଥିବା ବସ୍ ମାଲିକ ସଙ୍ଘ ପକ୍ଷରୁ ପ୍ରକାଶ ପାଇଛି । ଲୋକାଲ୍ ବସ୍ ଭଡ଼ା କିଲୋମିଟର ପିଛା ୮୭ ରୁ ୯୦ ପଇସାକୁ ବୃଦ୍ଧି ପାଇ ଥିବାବେଳେ ଏକ୍ସପ୍ରେସ ଭଡ଼ା କିଲୋମିଟର ପିଛା ୯୧ ରୁ ୯୪ ପଇସାକୁ ବୃଦ୍ଧି ପାଇଛି ।

  • ସେହିଭଳି ଡିଲକ୍ସ ବସ ଭଡା 1.25 ପଇସାରୁ ବୃଦ୍ଧି ପାଇ କିମି 1.31 ପାଇସାରେ ପହଞ୍ଚିଛି ।
  • ଏସି ଡିଲକ୍ସ ବସ ଭଡା କିମି ପିଛା 1.53 ପାଇସାରୁ ବୃଦ୍ଧି ପାଇଁ 1.59 ପଇସା ହୋଇଛି ।
  • ସୁପର ପ୍ରିମିୟମ୍ ବସ ଭଡା କିମି ପିଛା 2.38 ପାଇସାରୁ ବଢି 2.47 ପଇସା ହୋଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Mar 31, 2022, 4:55 PM IST

ABOUT THE AUTHOR

...view details