ଓଡିଶା

odisha

By

Published : Jun 1, 2021, 10:45 PM IST

ETV Bharat / city

45 ବର୍ଷରୁ ଊର୍ଦ୍ଧ୍ବ ଟୀକାକରଣରେ ଆଗରେ ରାଜଧାନୀ ଭୁବନେଶ୍ବର

45 ବର୍ଷରୁ ଊର୍ଦ୍ଧ୍ବ ଟୀକାକରଣରେ ଆଗରେ ରାଜଧାନୀ ଭୁବନେଶ୍ବର । ସବା ପଛରେ ବଲାଙ୍ଗୀର । ଅଧିକ ପଢନ୍ତୁ...

45 ବର୍ଷରୁ ଉର୍ଦ୍ଧ୍ବ ଟୀକାକରଣରେ ଆଗରେ ରାଜଧାନୀ ଭୁବନେଶ୍ବର
45 ବର୍ଷରୁ ଉର୍ଦ୍ଧ୍ବ ଟୀକାକରଣରେ ଆଗରେ ରାଜଧାନୀ ଭୁବନେଶ୍ବର

ଭୁବନେଶ୍ବର:45 ବର୍ଷରୁ ଊର୍ଦ୍ଧ୍ବ ଟୀକାକରଣରେ ଆଗରେ ରାଜଧାନୀ ଭୁବନେଶ୍ବର । ଏହି ବର୍ଗର ଟୀକାକରଣର ପ୍ରଥମ ଡୋଜ ପକ୍ରିୟା ଶେଷ ହୋଇଛି । ରାଜ୍ୟରେ ଟୀକାକାରଣରେ ଭୁବନେଶ୍ବର ଆଗୁଆ ରହିଛି । ଭୁବନେଶ୍ବରରେ ବର୍ଗର ଟୀକାକରଣର ପ୍ରଥମ ଡୋଜ ପକ୍ରିୟା ଶେଷ ହୋଇଛି ।

45 ବର୍ଷରୁ ଉର୍ଦ୍ଧ୍ବ ଟୀକାକରଣରେ ଆଗରେ ରାଜଧାନୀ ଭୁବନେଶ୍ବର

ପ୍ରଥମ ଡୋଜ ଟିକାକରଣରେ 101 ପ୍ରତିଶତ ସଫଳତା ମିଳିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ରାଜ୍ୟରେ କମ ହୋଇଥିବା ଟୀକାକରଣରେ ବଲାଙ୍ଗୀର ଜିଲ୍ଲା ରହିଥିବାବେଳେ ଆଗରେ ରହିଛି ଭୁବନେଶ୍ବର ଏବଂ ପଛକୁ ରହିଛି ବାଲେଶ୍ବର ଜିଲ୍ଲା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details