ଭୁବନେଶ୍ବର: ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅକ୍ଷୟ ତୃତୀୟା ଭେଟି । କ୍ଷୁଦ୍ର, ନାମମାତ୍ର ଚାଷୀମାନଙ୍କୁ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । କାଳିଆ ଯୋଜନାର ହିତାଧିକାରୀଙ୍କୁ ମିଳିବ 2 ହଜାର ଟଙ୍କା ।
କଳିଆ ସହାୟତା ନେଇ ନିରଞ୍ଜନଙ୍କ ସମାଲୋଚନା
ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅକ୍ଷୟ ତୃତୀୟା ଭେଟି । କ୍ଷୁଦ୍ର, ନାମମାତ୍ର ଚାଷୀମାନଙ୍କୁ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । କାଳିଆ ଯୋଜନାର ହିତାଧିକାରୀଙ୍କୁ ମିଳିବ 2 ହଜାର ଟଙ୍କା । ଅଧିକ ପଢନ୍ତୁ
କଳିଆ ସହାୟତା ନେଇ ନିରଞ୍ଜନଙ୍କ ସମାଲୋଚନା
ଏହାକୁ ନେଇ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, "କାଳିଆ ମରାମତି ପାଇଁ ଦିଆଗଲା । 3 ହଜାର ଟଙ୍କାରେ କଣ ଘର ମରାମତି ହୋଇପାରିବ କି ? ଓଡିଶା ଲୋକଙ୍କୁ ଭିକାରୀ ବନାଇବା ପାଇଁ ଏଭଳି କରାଯାଇଛି" ବୋଲି ନିରଞ୍ଜନ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ