ଓଡିଶା

odisha

ହାଇଦ୍ରାବାଦ ଏନକାଉଣ୍ଟର ଘଟଣା: ପ୍ରତିକ୍ରିୟା ରଖିଲେ କଲେଜ ଛାତ୍ରଛାତ୍ରୀ

By

Published : Dec 6, 2019, 3:22 PM IST

ତେଲେଙ୍ଗାନା ପୋଲିସର ଏଭିଳି ଏକ ପଦକ୍ଷେପକୁ ସ୍ବାଗତ କରିଛନ୍ତି ରାଜଧାନୀସ୍ଥିତ ମହର୍ଷି କଲେଜର ଛାତ୍ର। ଅଧିକ ପଢନ୍ତୁ...

ହାଇଦ୍ରାବାଦ ଏନକାଉଣ୍ଟର ଘଟଣା: ପ୍ରତିକ୍ରିୟା ରଖିଲେ ମହର୍ଷି ଛାତ୍ର
ହାଇଦ୍ରାବାଦ ଏନକାଉଣ୍ଟର ଘଟଣା: ପ୍ରତିକ୍ରିୟା ରଖିଲେ ମହର୍ଷି ଛାତ୍ର

ଭୁବନେଶ୍ବର: ତେଲେଙ୍ଗାନାର ପ୍ରାଣୀ ଚିକିତ୍ସିକଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରିଥିବା 4 ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ଟଳି ପଡିଛନ୍ତି। ଏ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଲେଜ ଛାତ୍ରଛାତ୍ରୀ।

ହାଇଦ୍ରାବାଦ ଏନକାଉଣ୍ଟର ଘଟଣା: ପ୍ରତିକ୍ରିୟା ରଖିଲେ ମହର୍ଷି ଛାତ୍ର

ତେଲେଙ୍ଗାନା ପୋଲିସର ଏଭିଳି ଏକ ପଦକ୍ଷେପକୁ ସ୍ବାଗତ କରିଛନ୍ତି ରାଜଧାନୀସ୍ଥିତ ମହର୍ଷି କଲେଜର ଛାତ୍ର। ଏହା ଏକ ଉଚିତ ପଦକ୍ଷେପ। ଏହାଦ୍ବାରା ପୀଡିତାଙ୍କୁ ନ୍ୟାୟ ମିଳିପାରିଛି। ଏହି ଘଟଣା ଦ୍ବାରା ଦୁଷ୍କର୍ମକାରୀଙ୍କ ମନରେ ଏକ ଭୟ ସୃଷ୍ଟି ହେବା ସହ ସେମାନେ ଏଭଳି କାମ କରିବାକୁ ଡରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି କଲେଜ ଛାତ୍ର।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details