ଓଡିଶା

odisha

By

Published : Mar 31, 2020, 12:19 PM IST

Updated : Mar 31, 2020, 12:58 PM IST

ETV Bharat / city

ଜୁନ 30 ଯାଏ ଡ୍ରାଇଭିଂ ଲାଇସେନ୍ସ ଓ ଗାଡି ପଞ୍ଜିକରଣ ଅବଧି ବୃଦ୍ଧି

Extension of driver's license, permit and vehicle registration period
ଜୁନ 30 ଯାଏ ଡ୍ରାଇଭିଂ ଲାଇସେନ୍ସ ଓ ଗାଡି ପଞ୍ଜିକରଣ ଅବଧି ବୃଦ୍ଧି

12:08 March 31

ଜୁନ 30 ଯାଏ ଡ୍ରାଇଭିଂ ଲାଇସେନ୍ସ ଓ ଗାଡି ପଞ୍ଜିକରଣ ଅବଧି ବୃଦ୍ଧି

ଜୁନ 30 ଯାଏ ଡ୍ରାଇଭିଂ ଲାଇସେନ୍ସ ଓ ଗାଡି ପଞ୍ଜିକରଣ ଅବଧି ବୃଦ୍ଧି

ଭୁବନେଶ୍ବର: ଡ୍ରାଇଭିଂ ଲାଇସେନ୍ସ, ପରମିଟ ଓ ଗାଡି ପଞ୍ଜିକରଣ ଅବଧିକୁ ବୃଦ୍ଧି କରାଯାଇଛି । କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ ଏହି ଅବଧିକୁ ଜୁନ 30 ଯାଏ ବଢ଼ାଇଛନ୍ତି । ଫେବୃଆରୀ ପହିଲାରୁ ଶେଷ ହୋଇଥିବା ଅବଧି ଗାଡି ପାଇଁ ଏହା ଲାଗୁ ହେବ । ଲାକଡାଉନ ପାଇଁ ସମସ୍ତ ପରିବହନ କାର୍ଯ୍ୟାଳୟ ବନ୍ଦ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । 

ରାଜ୍ୟ ସରକାର ଏ ନେଇ ତୁରନ୍ତ ଚିଠି କରିବା ସହିତ ଲୋକେ ଯେପରି ସମସ୍ୟାର ସମ୍ମୁଖିନ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Mar 31, 2020, 12:58 PM IST

ABOUT THE AUTHOR

...view details