ଓଡିଶା

odisha

By

Published : May 21, 2020, 2:33 PM IST

ETV Bharat / city

25ରୁ ଭୁବନେଶ୍ବରରୁ ଉଡିବ ବିମାନ, କେଉଁଠିକୁ ଉଡିବ ସଂନ୍ଧ୍ୟାସୁଦ୍ଧା ଜଣାପଡିବ

ଚଳିତ ମାସ 25 ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିମାନ ସେବା । ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୂଚନା ଦେଇଛି । ଅଧିକ ପଢନ୍ତୁ..

domestic-flights-will-start-on-the-25th
domestic-flights-will-start-on-the-25th

ଭୁବନେଶ୍ବର: 25ରୁ ଆରମ୍ଭ ହେବ ଘରୋଇ ବିମାନଚଳାଚଳ। ଏହି ତାରିଖରୁ ବିମାନ ସେବା ଆରମ୍ଭ ହେବା ନେଇ ସୂଚନା ମିଳିଛି। ସମସ୍ତ କର୍ମଚାରୀଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି | ଏନେଇ ସମ୍ପୂର୍ଣ୍ଣ ଭାବରେ ଭୁବନେଶ୍ବର ଏୟାରପୋର୍ଟ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

25ରୁ ଆରମ୍ଭ ହେବ ଘରୋଇ ବିମାନଚଳାଚଳ

25 ପୂର୍ବରୁ ବିମାନ ଚଳାଚଳ ପାଇଁ ମଧ୍ୟ ବିମାନ ବନ୍ଦର ପ୍ରସ୍ତୁତ ରହିଛି ବୋଲି ବିମାନ ବନ୍ଦର ନିର୍ଦେଶକ ଭି.ଭି ରାଓ ସୂଚନା ଦେଇଛନ୍ତି। ଏହାଛଡା କେନ୍ଦ୍ର ସରକାରଙ୍କ ସମସ୍ତ ଗାଇଡ଼ଲାଇନକୁ ପାଳନ କରାଯିବ | ଆଜି ସନ୍ଧ୍ୟା ସୁଦ୍ଧା ଜଣା ପଡିବ କେଉଁ କେଉଁ ଅଂଚଳକୁ ଉଡ଼ିବ ବିମାନ |

25ରୁ ଭୁବନେଶ୍ବରରୁ ଉଡିବ ବିମାନ, କେଉଁଠିକୁ ଉଡିବ ସଂନ୍ଧ୍ୟାସୁଦ୍ଧା ଜଣାପଡିବ

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details