ଭୁବନେଶ୍ବର:କଂଗ୍ରେସରେ ଅସନ୍ତୁଷ୍ଟଙ୍କ ମେଳି ତେଜିବାରେ ଲାଗିଛି । ଶୁକ୍ରବାର ନିରଞ୍ଜନଙ୍କ ବିରୋଧରେ କଂଗ୍ରେସର ଅସନ୍ତୁଷ୍ଟ କର୍ମୀ ଭୁବନେଶ୍ୱର MLA କଲୋନୀରେ ବିଧାୟକ ମହମ୍ମଦ ମୋକିମଙ୍କ ବାସଭବନରେ ଏକାଠି ହୋଇଛନ୍ତି । ଏକାଠି ହୋଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷୋଦଗାର କରିଛନ୍ତି ଅସନ୍ତୁଷ୍ଟ କଂଗ୍ରେସ କର୍ମୀ ।
ନିରଞ୍ଜନ ହଟାଅ କଂଗ୍ରେସ ବଞ୍ଚାଅ ଦାବିରେ ଏକାଠି ହେଲେ ଅସନ୍ତୁଷ୍ଟ କର୍ମୀ
କଂଗ୍ରେସରେ ଅସନ୍ତୁଷ୍ଟଙ୍କ ମେଳି ତେଜିବାରେ ଲାଗିଛି । ଶୁକ୍ରବାର ନିରଞ୍ଜନଙ୍କ ବିରୋଧରେ କଂଗ୍ରେସର ଅସନ୍ତୁଷ୍ଟ କର୍ମୀ ଭୁବନେଶ୍ୱର MLA କଲୋନୀରେ ବିଧାୟକ ମହମ୍ମଦ ମୋକିମଙ୍କ ବାସଭବନରେ ଏକାଠି ହୋଇଛନ୍ତି । ଅଧିକ ପଢ଼ନ୍ତୁ...
ନିରଞ୍ଜନ ହଟାଅ କଂଗ୍ରେସ ବଞ୍ଚାଅ ଦାବିରେ ଏକାଠି ହେଲେ ଅସନ୍ତୁଷ୍ଟ
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ